ଅନଲାଇନରେ ରିଏଲ ଟାଇମ୍ ମ୍ୟାନେଜମେଣ୍ଟ ହେବ କୋଭିଡ୍ ବେଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଖୁବଶୀଘ୍ର ଅନଲାଇନରେ କୋଭିଡ୍ ବେଡ୍ ଗୁଡ଼ିକ ଉପରେ ନଜର ରଖିବେ। କେଉଁ କୋଭିଡ୍ ହସ୍ପିଟାଲରେ କେତେ ବେଡ୍ ଅଛି ଓ କେଉଁ ବେଡ୍ କେତେବେଳେ ଖାଲି ହେଉଛି ତାହା ଏଣିକି ଅନଲାଇନରେ ଉପଲବ୍ଧ ହେବ। ସେଥିପାଇଁ ଅନଲାଇନ ରିଏଲ ଟାଇମ୍ ବେଡ୍ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରାଯିବ। ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ […]

covid-bed

covid-bed

Ordigital Desk
  • Published: Tuesday, 27 April 2021
  • Updated: 27 April 2021, 09:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଖୁବଶୀଘ୍ର ଅନଲାଇନରେ କୋଭିଡ୍ ବେଡ୍ ଗୁଡ଼ିକ ଉପରେ ନଜର ରଖିବେ। କେଉଁ କୋଭିଡ୍ ହସ୍ପିଟାଲରେ କେତେ ବେଡ୍ ଅଛି ଓ କେଉଁ ବେଡ୍ କେତେବେଳେ ଖାଲି ହେଉଛି ତାହା ଏଣିକି ଅନଲାଇନରେ ଉପଲବ୍ଧ ହେବ। ସେଥିପାଇଁ ଅନଲାଇନ ରିଏଲ ଟାଇମ୍ ବେଡ୍ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରାଯିବ। ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ସରକାର କୋଭିଡ୍ ହସ୍ପିଟାଲରେ ୬୪୭୪ଟି ଅକ୍ସିଜେନଯୁକ୍ତ ବେଡ୍ ଓ ୫୯୦୧ଟି ସାଧାରଣ ବେଡ୍ ରହିଛି। ସେହିପରି ପିପିପି ମୋଡ୍‌ରେ ହୋଇଥିବା କୋଭିଡ୍ ହସ୍ପିଟାଲରେ ୯୬୦୩ଟି ଅକ୍ସିଜେନଯୁକ୍ତ ବେଡ୍ ଓ ୬୪୪୭ଟି ସାଧାରଣ ବେଡ୍ ରହିଛି। ଉଭୟ ସରକାରୀ ଓ ପିପିପି ମୋଡର କୋଭିଡ ହସ୍ପିଟାଲର ଅକ୍ସିଜେନଯୁକ୍ତ ବେଡକୁ ମିଶାଇଲେ ଏବେ ୧୬୦୭୭ଟି ଅକ୍ସିଜେନଯୁକ୍ତ ବେଡ୍ ରହିଛି। ସେହିପରି ରାଜ୍ୟରେ କୋଭିଡ୍ କେୟାର ସେଣ୍ଟରରେ ମୋଟ ୧୬୭୯୯ଟି ବେଡ୍ ରହିଛି। ଏସବୁ କୋଭିଡ୍ କେୟାର ସେଣ୍ଟର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅତି ଆବଶ୍ୟକ ନଥିଲେ ଅଯଥାରେ ହସ୍ପିଟାଲରେ ବେଡ୍ ଅକ୍ତିଆର କରନ୍ତୁ ନାହିଁ। ଘରେ ରହି ଚିକିତ୍ସିତ ହେବା ଭଲ। ରାଜ୍ୟରେ ରୋଗୀଙ୍କ ପାଇଁ ବେଡର ଅଭାବ ନାହିଁ। ରାଜ୍ୟରେ ଟେଷ୍ଟିଂ କମିନି, ଆବଶ୍ୟକ ଲୋକଙ୍କ ଟେଷ୍ଟ କରାଯାଉଛି। ଟେଷ୍ଟିଂ କିଟର ଅଭାବ ନାହିଁ, ଟେଷ୍ଟିଂର ଡିମାଣ୍ଡ ଅଧିକ ରହିଛି।

ରାଜ୍ୟରେ କୋଭିଡ ବେଡଗୁଡ଼ିକର ଅନଲାଇନରେ ରିଏଲ ଟାଇମ୍ ମ୍ୟାନେଜମେଣ୍ଟ କରାଇ ସରକାର କୋଭିଡ୍ ରୋଗୀଙ୍କ ହସ୍ପିଟାଲରେ ଆଡମିଶନ ହେବାକୁ ନେଇ ଉପୁଜୁଥିବା ସମସ୍ୟାକୁ ଏଡ଼ାଇବାକୁ ଚାହୁଁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story