ବଲାଙ୍ଗିର କୋଭିଡ୍ ରୋଗୀଙ୍କୁ ଛତିଶଗଡ଼ ଭରସା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର କୋଭିଡ୍ ରୋଗୀଙ୍କୁ ଛତିଶଡ଼ ଭରସା। ଏକଥା ଆମେ କହୁନୁ, ଜିଲ୍ଲାର କୋଭିଡ୍ ଭିତ୍ତିଭୂମି ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଏଭଳି ଅଭିଯୋଗ ବାଢ଼ିଛନ୍ତି କରୋନାରେ ଆକ୍ରାନ୍ତ ରୋଗୀ ଓ ସେମାନଙ୍କ ସଂପର୍କୀୟ। ସହରରରେ ଥିବା ଜିଲ୍ଲାର ଏକମାତ୍ର କୋଭିଡ୍ ହସ୍ପିଟାଲ୍ ଏବଂ ଅନ୍ୟ କିଛି ସ୍ଥାନରେ ଥିବା କୋଭିଡ୍ କେୟାର ସେଣ୍ଟର ଓ ଆଇସୋଲେସନ୍ ସେଣ୍ଟରରେ ଗୁରୁତର ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଓ ଆଇସିୟୁ ବେଡ୍‌ର ସାଂଘାତିକ ଅଭାବ କାରଣରୁ, ଜୀବନ ବଞ୍ଚାଇବାକୁ […]

6bnm

6bnm

Tapas Behera
  • Published: Saturday, 03 October 2020
  • Updated: 03 October 2020, 08:36 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର କୋଭିଡ୍ ରୋଗୀଙ୍କୁ ଛତିଶଡ଼ ଭରସା। ଏକଥା ଆମେ କହୁନୁ, ଜିଲ୍ଲାର କୋଭିଡ୍ ଭିତ୍ତିଭୂମି ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଏଭଳି ଅଭିଯୋଗ ବାଢ଼ିଛନ୍ତି କରୋନାରେ ଆକ୍ରାନ୍ତ ରୋଗୀ ଓ ସେମାନଙ୍କ ସଂପର୍କୀୟ। ସହରରରେ ଥିବା ଜିଲ୍ଲାର ଏକମାତ୍ର କୋଭିଡ୍ ହସ୍ପିଟାଲ୍ ଏବଂ ଅନ୍ୟ କିଛି ସ୍ଥାନରେ ଥିବା କୋଭିଡ୍ କେୟାର ସେଣ୍ଟର ଓ ଆଇସୋଲେସନ୍ ସେଣ୍ଟରରେ ଗୁରୁତର ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଓ ଆଇସିୟୁ ବେଡ୍‌ର ସାଂଘାତିକ ଅଭାବ କାରଣରୁ, ଜୀବନ ବଞ୍ଚାଇବାକୁ ରୋଗୀ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି ।

ଶଙ୍କରଲାଲ ବରାଇଙ୍କ ଭାଇ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ।  ନିଜ ଭାଇକୁ  ଶଙ୍କରଲାଲ ଅତି ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଆଇସୋଲେସନ୍ ସେଣ୍ଟରକୁ ନିଆଯାଇଥିଲା । ହେଲେ ସେଠି ଭେଣ୍ଟିଲେଟର କି ଆଇସିୟୁର ସୁବିଧା ମିଳିଲାନି । ନମ୍ବର ଧରାଇ ଅପେକ୍ଷା କରିବାକୁ କୁହାଗଲା। ଘରୋଇ କୋଭିଡ୍ ହସ୍ପିଟାଲରେ ବି ସ୍ଥିତି ତଦ୍ରୁପ ଦେଖି ବାଧ୍ୟ ହେଲେ ଭାଇକୁ ରାୟପୁର ନେବାକୁ।

କେବଳ ବଲାଙ୍ଗିର ସହର ନୁହେଁ, ପୂରା ଜିଲ୍ଳାରେ ଏକା ଟ୍ରେଣ୍ଡ  କୋଭିଡ ସଂଖ୍ୟା ବଢୁଥିବା ବେଳେ ହସପିଟାଲରେ ବେଡ, ଡାକ୍ତର, ଆଇସିୟୁ ଓ ଭେଣ୍ଟିଲେଟରର ଗୁରୁତର ଅଭାବର ପୁଳା ପୁଳା ଅଭିଯୋଗ ଆସୁଛି।  ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଭୟଭୀତ ଲୋକେ କିଛି ବି ରିସ୍କ ନେବାକୁ ଚାହୁଁନାହାନ୍ତି । ଏପରିକି କଣ୍ଟାବାଞ୍ଜି ସହରର ଅଧିକାଂଶ ଲୋକେ କୋଭିଡ ପଜିଟିଭ ଚିହ୍ନଟ ହେଲା ପରେ ବଲାଙ୍ଗିର କୋଭିଡ ହସପିଟାଲ ବଦଳରେ ଧାର କରଜ କରି ସିଧା ରାୟପୁର ରାସ୍ତା ଧରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story