ଓଡ଼ିଶାରେ ଲକ୍ଷେ ଟପିଲା କୋଭିଡ୍ ସକ୍ରିୟ ସଂକ୍ରମଣ, ଆଜି ୧୦୬୪୯ ନୂଆ ରୋଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ରୁତ ଗତିରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି ଓ ଆଜି ପ୍ରଥମଥର ପାଇଁ ଓଡ଼ିଶାରେ ସକ୍ରିୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହୋଇଛି। ରାଜ୍ୟର ୨୬ଟି ଜିଲ୍ଲା ଏବେ ରେଡ୍ ଜୋନରେ ଥିବାବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ୧୦ ହଜାରରୁ ଅଧିକ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଆଜି ସମଗ୍ର ରାଜ୍ୟରେ ମୋଟ ୧୦୬୪୯ଜଣ ନୂଆ କୋଭିଡ୍ ସଂକ୍ରମିତ […]

Covid19

Covid19

Ordigital Desk
  • Published: Wednesday, 12 May 2021
  • Updated: 12 May 2021, 10:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ରୁତ ଗତିରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି ଓ ଆଜି ପ୍ରଥମଥର ପାଇଁ ଓଡ଼ିଶାରେ ସକ୍ରିୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହୋଇଛି। ରାଜ୍ୟର ୨୬ଟି ଜିଲ୍ଲା ଏବେ ରେଡ୍ ଜୋନରେ ଥିବାବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ୧୦ ହଜାରରୁ ଅଧିକ ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଆଜି ସମଗ୍ର ରାଜ୍ୟରେ ମୋଟ ୧୦୬୪୯ଜଣ ନୂଆ କୋଭିଡ୍ ସଂକ୍ରମିତ ରୋଗୀ ଚିହ୍ନଟ କରାଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୫୫୭ଜଣ ଚିହ୍ନଟ ହୋଇଥିବାବେଳେ କଟକରେ ୯୩୦ଜଣ, ସୁନ୍ଦରଗଡ଼ରେ ୭୭୪ଜଣ, ସମ୍ବଲପୁରରେ ୪୯୪ଜଣ, ଝାରସୁଗୁଡ଼ାରେ ୩୬୮ଜଣ, ମୟୂରଭଞ୍ଜରେ ୪୦୪ଜଣ,ଅନୁଗୁଳରେ ୫୫୭ଜଣ ଓ ବାଲେଶ୍ୱର ଜିଲ୍ଲାରେ ୫୦୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଅବଶ୍ୟ ଆଜି ୮୫୪୭ଜଣ ରୋଗୀ ସୁସ୍ଥ ଓ ୧୭ଜଣଙ୍କ ମୃତ୍ୟୁ ହେବାପରେ ସକ୍ରିୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୮୯,୬୮୩ ରହିଥିଲା।

ତେବେ ୧୦୬୪୯ଜଣ ନୂଆ ସକ୍ରିୟ ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ରାଜ୍ୟରେ ଏବେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୩୩୨ରେ ପହଂଚିଛି। ପ୍ରଥମଥର ପାଇଁ ରାଜ୍ୟରେ କୋଭିଡ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଟପିଛି। ଯାହାକି ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଦେଶର ଦ୍ରୁତ ସଂକ୍ରମିତ ହେଉଥିବା ପ୍ରଥମ ୨୭ଟି ଜିଲ୍ଲା ତାଲିକାରେ ଓଡ଼ିଶାର ୬ଟି ଥିବାବେଳେ ଏହି ସଂକ୍ରମଣ ହାରକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ବିଶେଷ ଫଳପ୍ରଦ ହୋଇପାରିନି। ଯଦିଓ ଲକଡାଉନ୍‌, ଶଟଡାଉନ୍ ଓ ସାମୁହିକ ଟିକାକରଣ ମାଧ୍ୟମରେ ରାଜ୍ୟ ସରକାର କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ୧୦୯୮୨ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୧୦୬୪୯ଜଣ ଚିହ୍ନଟ ହୋଇଛନ୍ତି। ମେ’ ୧୧ତାରିଖରେ ୯୭୯୩ଜଣ ନୂଆ ରୋଗୀ, ୧୦ତାରିଖରେ ୧୦୦୩୧ଜଣ, ୯ତାରିଖରେ ୧୦୬୩୫ଜଣ, ୮ତାରିଖରେ ୧୧୮୦୭ଜଣ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story