ଗାଁରେ ଏମିତି ମାନୁଛନ୍ତି ଲକଡାଉନ୍‌ , ତାସ ବାଜି ଜମୁଛି

ବାସୁଦବପୁର(ଓଡ଼ିଶା ରିପୋର୍ଟର) :କରୋନାର ଦ୍ୱିତୀୟ ଲହର ଭୟାବହତା ବଢି ଚାଲିଛି । ଏହାର ମୁକାବିଲା ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରହିଛି । କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଥମେ ରାତ୍ର କାଳୀନ କର୍ଫ୍ୟୁ କରାଯିବା ପରେ ସପ୍ତାହର ଦୁଇଦିନ ସଟ୍‌-ଡାଉନ ଓ ପରେ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି । ଜରୁରୀ କାଳୀନ କାମ ନଥିଲେ ଅଯଥା ଘରୁ ନବାହାରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଯଦି […]

tio

tio

Tapas Behera
  • Published: Saturday, 15 May 2021
  • Updated: 15 May 2021, 06:06 PM IST

Sports

Latest News

ବାସୁଦବପୁର(ଓଡ଼ିଶା ରିପୋର୍ଟର) :କରୋନାର ଦ୍ୱିତୀୟ ଲହର ଭୟାବହତା ବଢି ଚାଲିଛି । ଏହାର ମୁକାବିଲା ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରହିଛି । କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଥମେ ରାତ୍ର କାଳୀନ କର୍ଫ୍ୟୁ କରାଯିବା ପରେ ସପ୍ତାହର ଦୁଇଦିନ ସଟ୍‌-ଡାଉନ ଓ ପରେ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି । ଜରୁରୀ କାଳୀନ କାମ ନଥିଲେ ଅଯଥା ଘରୁ ନବାହାରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଯଦି ଏହି ନିୟମକୁ କେହି ଅବମାନନା କରନ୍ତି ତେବେ ଦଣ୍ଡର ମଧ୍ୟ ବିଧାନ ରହିଛି ।

ହେଲେ ଗାଁ ଗହଳିରେ ଲୋକମାନେ ସରକାରଙ୍କ ଏହି ନିୟମକୁ ଖୋଲା ଖୋଲି ଭାବେ ଉଲଂଘନ କରୁଛନ୍ତି । ଲୋକେ ସଚେତନ ହେଉ ନାହାନ୍ତିକି ପ୍ରଶାସନର ନିଘା ନାରହିଁ।ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ସବୁ ଖୋଲାମେଲା ଚାଲିଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିଥିବା ବେଳେ ବର୍ତ୍ତମାନ ଲକ୍ଷେରୁ ଅଧିକ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story