ଭୁବନେଶ୍ୱରରେ ଥମୁନି କରୋନା, ବିଏମସି ଗଲେ ୨୫ ଏଏସଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ତୃତୀୟ ଲହର ଆସିବାକୁ ନେଇ ରାଜ୍ୟ ସରକାର ଆଶଙ୍କାରେ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ଲହର ଥମିବାର ନାଁ ନେଉନି। ଆଜି ଭୁବନେଶ୍ୱରରେ ଆଉ ୧୬୮ଟି ନୂଆ କରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବାବେଳେ ମୋଟ ୩୪୦୮ଜଣ ସକ୍ରିୟ ସଂକ୍ରମିତ ଏବେ ଚିକିତ୍ସାଧୀନ ରହିଛନ୍ତି। ଆଉ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସଚିବାଳୟର ୨୫ଜଣ ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର)ଙ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ରାଜ୍ୟ ସରକାର ପଠାଇଛନ୍ତି। ଏହି ଅଫିସରମାନେ ବିଏମସି ଟିମ୍ […]

Covid-vaccine-centre

Covid-vaccine-centre

Ordigital Desk
  • Published: Monday, 23 August 2021
  • Updated: 23 August 2021, 10:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ତୃତୀୟ ଲହର ଆସିବାକୁ ନେଇ ରାଜ୍ୟ ସରକାର ଆଶଙ୍କାରେ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ଲହର ଥମିବାର ନାଁ ନେଉନି। ଆଜି ଭୁବନେଶ୍ୱରରେ ଆଉ ୧୬୮ଟି ନୂଆ କରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବାବେଳେ ମୋଟ ୩୪୦୮ଜଣ ସକ୍ରିୟ ସଂକ୍ରମିତ ଏବେ ଚିକିତ୍ସାଧୀନ ରହିଛନ୍ତି। ଆଉ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସଚିବାଳୟର ୨୫ଜଣ ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର)ଙ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ରାଜ୍ୟ ସରକାର ପଠାଇଛନ୍ତି। ଏହି ଅଫିସରମାନେ ବିଏମସି ଟିମ୍ ସହ ମିଶି ରାଜଧାନୀରେ କରୋନା ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସଚିବାଳୟରେ କାର୍ଯ୍ୟରତ ୨୫ଜଣ ଏଏସଓଙ୍କୁ ତୁରନ୍ତ ବିଏମସିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଫିସରମାନେ ସେପ୍ଟେମ୍ବର ୨୦ତାରିଖ ପର୍ଯ୍ୟନ୍ତ ସେଠାରେ ରହିବେ। ଦ୍ୱିତୀୟ ଲହର କୋଭିଡ୍ ମୁକାବିଲାରେ ବିଏମସି ଟିମ୍ ସହ ମିଶି ଏହି ଅଫିସରମାନେ କାର୍ଯ୍ୟ କରିବେ ବୋଲି ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ରାଜ୍ୟରେ କରୋନା ମାମଲା ହ୍ରାସ ପାଉଥିବାବେଳେ ଏବେବି ଭୁବନେଶ୍ୱରରେ ଦୈନିକ ୧୫୦ରୁ ଅଧିକ ନୂଆ ମାମଲା ଚିହ୍ନଟ ହେଉଛନ୍ତି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୩୪ଶହ ଉପରେ ଥିବାରୁ ତୃତୀୟ ପର୍ଯ୍ୟାୟ କରୋନା ଆସିବା ପୂର୍ବରୁ ଏହାକୁ ନିୟନ୍ତ୍ରଣକୁ ଆସିବାକୁ ସରକାର ଉଦ୍ୟମ କରୁଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ତୃତୀୟ ଲହର ଆସିବାର ଆଶଙ୍କାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ସେପ୍ଟେମ୍ବରରେ ତୃତୀୟ ଲହର ଆସିଲେ ଅକ୍ଟୋବର ମାସରେ ଏହା ପିକରେ ପହଂଚିବ। ଦ୍ୱିତୀୟ ଲହର ୬୪ଦିନରେ ପିକରେ ପହଂଚିଥିଲା। ଏବେ ତୃତୀୟ ଲହର ଆସୁଛି। ପିକ୍ ଅବଧିରେ ପ୍ରତି ୧୦୦ରେ ୨୩ଜଣ ପିଲା ହସ୍ପିଟାଲାଇଜେସନ୍ ହେବେ ବୋଲି ଆଶଙ୍କା କରାଯାଉଛି। ଏବେ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ହାର ୧୨ରୁ ୧୩ ପ୍ରତିଶତ ରହିଛି । କଟକସ୍ଥିତ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସିଲେନ୍ସି କରାଯାଉଛି। ସବୁ କୋଭିଡ୍ ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛ । ସ୍କ୍ରିନିଂ ଚାଲୁ ରହିବ ଓ ଦୈନିକ ସଂକ୍ରମଣ ହାରକୁ ଏବେ ବିଶ୍ଲେଷଣ କରାଯାଉଛି ଶିଶୁ ଗୁରୁତର ହେବାର ଆଶଙ୍କା ନଥିଲେ ବି ଏହାକୁ କୋହଳ ଭାବେ ନେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story