ଘରୋଇ ହସ୍ପିଟାଲରେ ବି ମିଳିବ ସରକାରୀ କୋଭିଡ୍ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସାମୁହିକ ଟିକାକରଣ ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଏଣିକି ଘରୋଇ ହସ୍ପିଟାଲଗୁଡ଼ିକରେ ମାଗଣା କୋଭିଡ୍ ଟିକା ଉପଲବ୍ଧ କରାଇବେ। ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିମାନେ ଏହି ଟିକା ନେଇପାରିବେ। ରାଜ୍ୟ ସରକାର ଏନେଇ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଘରୋଇ ହସ୍ପିଟାଲଗୁଡ଼ିକରେ ଉଭୟ କୋଭାକ୍ସିନ୍ […]

vaccine

vaccine

Ordigital Desk
  • Published: Thursday, 06 May 2021
  • Updated: 06 May 2021, 08:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସାମୁହିକ ଟିକାକରଣ ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଏଣିକି ଘରୋଇ ହସ୍ପିଟାଲଗୁଡ଼ିକରେ ମାଗଣା କୋଭିଡ୍ ଟିକା ଉପଲବ୍ଧ କରାଇବେ। ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିମାନେ ଏହି ଟିକା ନେଇପାରିବେ। ରାଜ୍ୟ ସରକାର ଏନେଇ ନୀତିଗତ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଘରୋଇ ହସ୍ପିଟାଲଗୁଡ଼ିକରେ ଉଭୟ କୋଭାକ୍ସିନ୍ ଓ କୋଭିଶିଲଡ୍ ଟିକା ମାଗଣାରେ ଉପଲବ୍ଧ କରାଯିବ। ତେବେ ଘରୋଇ ହସ୍ପିଟାଲଗୁଡ଼ିକ ପ୍ରଶାସନିକ ଫି’ବାବଦରେ ପ୍ରତି ଡୋଜ୍ ପିଛା ୧୦୦ଟଙ୍କା ନେଇପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତଙ୍କୁ ମାଗଣାରେ କୋଭିଡ୍ ଟିକା ଉପଲବ୍ଧ କରାଇବାକୁ ଘୋଷଣା କରିଥିବାରୁ ଆମେ ଏବେ ଟିକାକରଣ ପରିମାଣ ବୃଦ୍ଧି ପାଇଁ ଏଭଳି ନିଷ୍ପତ୍ତି ନେଇଛୁ।

ଉଲ୍ଲେଖଯୋଗ୍ୟ, ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ଟିକା ନେଇଥିବା ବ୍ୟକ୍ତିମାନେ ସେମାନଙ୍କର ଦ୍ୱିତୀୟ ଡୋଜ୍ ଟିକା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘରୋଇ ହସ୍ପିଟାଲ ବା ମେଡିକାଲକୁ କୋଭିଡ୍ ଟିକା ଯୋଗାଣକୁ ମେ’ ୧ରୁ ବନ୍ଦ କରିଦେଇଛନ୍ତି। ତେବେ ଯେଉଁମାନେ ଏସବୁ ଘରୋଇ ହସ୍ପିଟାଲରେ ଟିକା ନେଇଥିଲେ ସେମାନେ ଏବେ ସରକାରୀ କୋଭିଡ୍ ଟିକାକରଣ କେନ୍ଦ୍ରରେ ମାଗଣାରେ ଦ୍ୱିତୀୟ ଡୋଜ୍ ନେଇପାରିବେ। ଅବଶ୍ୟ ଘରୋଇ ହସ୍ପିଟାଲରେ ଆବଶ୍ୟକ ଫି’ ଦେଇ ଦ୍ୱିତୀୟ ଡୋଜ୍ ଟିକା ନିଆଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story