‘ଗଞ୍ଜାମରେ କମୁଛି କରୋନା ସଂକ୍ରମଣ’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ଦିନକୁ ଦିନ ‘କରୋନା’ ସଂକ୍ରମଣ କମି କମି ଚାଲିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗ୍ରୀନ ଅଞ୍ଚଳ ବଢ଼ି ବଢ଼ି ଚାଲିଛି। ଜିଲ୍ଲାର ୮୪% ଗ୍ରାମାଞ୍ଚଳ ଗ୍ରୀନ ଏରିଆ ହେଲାଣି। ସହରାଞ୍ଚଳରେ ମଧ୍ୟ କରୋନା କମୁଛି। ଏବେ ଜିଲ୍ଲାରେ ୫୫% ଗ୍ରୀନ ଏରିୟା ରହିଛି। ସମସ୍ତେ ମିଶି ଯେଉଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ, ତାର ସୁଫଳ ଏବେ ମିଳୁଛି। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ। ସେ ଆହୁରି କହିଛନ୍ତି-“ଗଞ୍ଜାମରେ ଅଧିକ […]

ganjam

ganjam

Manoranjan Sial
  • Published: Friday, 14 August 2020
  • Updated: 14 August 2020, 05:15 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମରେ ଦିନକୁ ଦିନ ‘କରୋନା’ ସଂକ୍ରମଣ କମି କମି ଚାଲିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗ୍ରୀନ ଅଞ୍ଚଳ ବଢ଼ି ବଢ଼ି ଚାଲିଛି। ଜିଲ୍ଲାର ୮୪% ଗ୍ରାମାଞ୍ଚଳ ଗ୍ରୀନ ଏରିଆ ହେଲାଣି। ସହରାଞ୍ଚଳରେ ମଧ୍ୟ କରୋନା କମୁଛି। ଏବେ ଜିଲ୍ଲାରେ ୫୫% ଗ୍ରୀନ ଏରିୟା ରହିଛି। ସମସ୍ତେ ମିଶି ଯେଉଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ, ତାର ସୁଫଳ ଏବେ ମିଳୁଛି। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ।

ସେ ଆହୁରି କହିଛନ୍ତି-“ଗଞ୍ଜାମରେ ଅଧିକ ଟେଷ୍ଟିଂ କରାଯାଉଥିବାରୁ ପ୍ରଥମେ ରୋଗୀ ବଢ଼ିଥିଲା। ଏବେ ଧୀରେ ଧୀରେ ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି। ଆଜି ଜିଲ୍ଲାରେ କରୋନା ଟେଷ୍ଟିଂ ୧ ଲକ୍ଷ ଟପି ଯାଇଛି। ଜିଲ୍ଲାରେ ନିଆଯାଇଥିବା ପଞ୍ଚସୂତ୍ରୀ କାର୍ଯ୍ୟ ପାଇଁ ସଂକ୍ରମଣ ରୋକାଯାଇ ପାରିଲା। ଗଞ୍ଜାମ ଜିଲ୍ଲାରେ କରୋନା ଆରୋଗ୍ୟ ହାର ୮୪ ପ୍ରତିଶତ ରହିଛି। ଜିଲ୍ଲାରେ ୧୫୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁହାର ୧ ପ୍ରତିଶତ ରହିଛି। ଗଞ୍ଜାମରେ ସଂକ୍ରମଣ ଓ ମୃତ୍ୟୁହାର ଧୀରେ ଧୀରେ କମି କମି ଯାଉଛି। ଜିଲ୍ଲାବାସୀଙ୍କ ମଧ୍ୟରେ କରୋନାକୁ ନେଇ ଡର କମିଛି, ସଚେତନତା ବଢ଼ିଛି।”

ଗଞ୍ଜାମ ଜିଲ୍ଲାପାଳ କହୁଛନ୍ତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବମୁଛି। ତେବେ ଆଜିର ହିସାବକୁ ଦେଖିରେ ରାଜ୍ୟରେ ୧୯୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୮୦ ଜଣ ଅଛନ୍ତି। ସେହିପରି ମୃତ୍ୟୁରେ ମଧ୍ୟ ଗଞ୍ଜାମ ଆଗରେ ରହିଛି। ଆଜି ୪ ଜଣଙ୍କ ଜୀବନ ଯାଇଛି।

ଆଜି ସୁଦ୍ଧା ଜିଲ୍ଲାରେ ୧୪୧୨୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୫୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୮୦୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୧୬୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୮ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story