ଗଞ୍ଜାମରେ ବନ୍ଦ ହେବ କୋଭିଡ୍‌ ହସ୍ପିଟାଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଖୋଲିଥିବା ୨ କୋଭିଡ୍‌ ହସ୍ପିଟାଲ ବନ୍ଦ କରାଯିବ। ଶୀତଳାପଲ୍ଲୀ ଟାଟା ହସ୍ପିଟାଲ ଓ ଗୋଳନ୍ଥରା ଅଶ୍ୱିନୀ ହସ୍ପିଟାଲ ବନ୍ଦ ହେବ। ଶୀତଳାପଲ୍ଲୀ ଟାଟା ହସ୍ପିଟାଲ ୨୦ରୁ ଓ ଅଶ୍ୱିନୀ ହସ୍ପିଟାଲ ଡିସେମ୍ବର ୩୧ ତାରିଖରୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ସେଥିପାଇଁ ଡିସେମ୍ବର ୨୧ ତାରିଖରୁ ଅଶ୍ୱିନୀ ହସ୍ପିଟାଲରେ ନୂଆ ଆଡମିଶନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିନେ ହଟ୍‌ସ୍ପଟ୍‌ ଜିଲ୍ଲାର ତାଲିକାରେ ଥିଲା ଗଞ୍ଜାମ। […]

covid

covid

Manoranjan Sial
  • Published: Wednesday, 16 December 2020
  • Updated: 16 December 2020, 06:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଖୋଲିଥିବା ୨ କୋଭିଡ୍‌ ହସ୍ପିଟାଲ ବନ୍ଦ କରାଯିବ। ଶୀତଳାପଲ୍ଲୀ ଟାଟା ହସ୍ପିଟାଲ ଓ ଗୋଳନ୍ଥରା ଅଶ୍ୱିନୀ ହସ୍ପିଟାଲ ବନ୍ଦ ହେବ। ଶୀତଳାପଲ୍ଲୀ ଟାଟା ହସ୍ପିଟାଲ ୨୦ରୁ ଓ ଅଶ୍ୱିନୀ ହସ୍ପିଟାଲ ଡିସେମ୍ବର ୩୧ ତାରିଖରୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ସେଥିପାଇଁ ଡିସେମ୍ବର ୨୧ ତାରିଖରୁ ଅଶ୍ୱିନୀ ହସ୍ପିଟାଲରେ ନୂଆ ଆଡମିଶନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦିନେ ହଟ୍‌ସ୍ପଟ୍‌ ଜିଲ୍ଲାର ତାଲିକାରେ ଥିଲା ଗଞ୍ଜାମ। ପ୍ରତିଦିନ ୫୦୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲା ରାଜ୍ୟ ସରକାର। କରୋନାର ମୁକାବିଲା ପାଇଁ କରିଥିଲେ ରଣନୀତି। ସେଥିପାଇଁ ଜିଲ୍ଲାରେ ଦୁଇଟି କୋଭିଡ୍‌ ହସ୍ପିଟାଲ୍‌ ଖୋଲା ଯାଇଥିଲା। କରୋନା ଚିହ୍ନଟ ହେଉଥିବା ରୋଗୀଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଉଥିଲା। ଏହାଛଡ଼ା ଘରକୁ ଘର ବୁଲି ସ୍ୱାସ୍ଥ୍ୟ କର୍ମୀମାନେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଯାହାଫଳରେ କରୋନା ଆୟତ୍ତକୁ ଆସିଥିଲା। ଯେଉଁଥିପାଇଁ ଗଞ୍ଜାମ ଜିଲ୍ଲାରେ ଖୋଲିଥିବା କୋଭିଡ୍‌ ହସ୍ପିଟାଲ ଗୁଡ଼ିକ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story