ସହରାଞ୍ଚଳରେ କୋଭାକ୍ସିନ, ଗ୍ରାମାଞ୍ଚଳରେ ଦିଆଯିବ କୋଭାସିଲ୍‌ଡ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଶନିବାର ରାଜ୍ୟରେ ଆରମ୍ଭ ହେବ ଟିକାକରଣ। ସେଥିପାଇଁ ଗତକାଲି ଅର୍ଥାତ ମଙ୍ଗଳବାର ଓଡ଼ିଶାକୁ ଆସିଛି କରୋନା ଟିକା କୋଭିସିଲ୍‌ଡ। ବୁଧବାର ଭୁବନେଶ୍ୱରରେ ପହଞ୍ଚିଛି କୋଭାକ୍ସିନ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୋଭାକ୍ସିନ୍‌ ଟିକା ସହରାଞ୍ଚଳରେ ଦେବାକୁ ସ୍ଥିର ହୋଇଥିବା ବେଳେ ଗ୍ରାମାଞ୍ଚଳରେ କୋଭିସିଲ୍‌ଡ ଟିକା ଦେବାକୁ ବ୍ୟବସ୍ଥା ହେଉଥିବା ଜଣାପଡ଼ିଛି। ଆଜି ସକାଳେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲା କୋଭାକ୍ସିନ୍‌। ପରେ ଟିକାକୁ ପୁଲିସ ପାଇଲଟିଂ ମାଧ୍ୟମରେ ସିଧାସଳଖ ନିଆଯାଇଥିଲା ଷ୍ଟେଟ ଭ୍ୟାକସିନ୍‌ ଷ୍ଟୋରକୁ। […]

covid-vaci

covid-vaci

Manoranjan Sial
  • Published: Wednesday, 13 January 2021
  • Updated: 13 January 2021, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଶନିବାର ରାଜ୍ୟରେ ଆରମ୍ଭ ହେବ ଟିକାକରଣ। ସେଥିପାଇଁ ଗତକାଲି ଅର୍ଥାତ ମଙ୍ଗଳବାର ଓଡ଼ିଶାକୁ ଆସିଛି କରୋନା ଟିକା କୋଭିସିଲ୍‌ଡ। ବୁଧବାର ଭୁବନେଶ୍ୱରରେ ପହଞ୍ଚିଛି କୋଭାକ୍ସିନ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୋଭାକ୍ସିନ୍‌ ଟିକା ସହରାଞ୍ଚଳରେ ଦେବାକୁ ସ୍ଥିର ହୋଇଥିବା ବେଳେ ଗ୍ରାମାଞ୍ଚଳରେ କୋଭିସିଲ୍‌ଡ ଟିକା ଦେବାକୁ ବ୍ୟବସ୍ଥା ହେଉଥିବା ଜଣାପଡ଼ିଛି।

ଆଜି ସକାଳେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲା କୋଭାକ୍ସିନ୍‌। ପରେ ଟିକାକୁ ପୁଲିସ ପାଇଲଟିଂ ମାଧ୍ୟମରେ ସିଧାସଳଖ ନିଆଯାଇଥିଲା ଷ୍ଟେଟ ଭ୍ୟାକସିନ୍‌ ଷ୍ଟୋରକୁ। ଭାରତ ବାୟୋଟେକ, ଆଇସିଏମ୍‌ଆର୍‌ ଓ ଏନ୍‌ଆଇଭି ଦ୍ୱାରା ପ୍ରସ୍ତୁତ ଏହି ସ୍ୱଦେଶୀ ଟିକାର ୨୦ ହଜାର ଡୋଜ ପ୍ରଥମ ପର୍ଯ୍ୟାୟରେ ଆସିଛି। ଏହାକୁ ଏବେ କେବଳ ଭୁବନେଶ୍ୱର ସହରାଞ୍ଚଳର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଦାନ କରାଯିବ। ଏଥିପାଇଁ ୯୦୦୦ ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି।

କୋଭିସିଲ୍‌ଡର ଗୋଟିଏ ଶିଶିରେ ୫ ଏମ୍‌ଏଲ୍‌ ଅର୍ଥାତ ୧୦ ଜଣଙ୍କ ପାଇଁ ଡୋଜ ରହୁଥିବା ବେଳେ କୋଭାକ୍ସିନର ପ୍ରତି ଶିଶିରେ ୧୦ ଏମ୍‌ଏଲ୍‌ ଅର୍ଥାତ ୨୦ ଜଣଙ୍କୁ ଟିକା ଦିଆଯାଇପାରିବ। ସୂଚନା ଅନୁସାରେ ସହରାଞ୍ଚଳରେ କୋଭାକ୍ସିନ ଓ ଗ୍ରାମାଞ୍ଚଳରେ କୋଭାସିଲ୍‌ଡ ଟିକା ଦେବାକୁ ବ୍ୟବସ୍ଥା ହେଉଛି।

ସେପଟେ ୧୬ ତାରିଖରୁ ଆରମ୍ଭ ହେଉଥିବା ଟିକାକରଣ ଲାଗି ୧୬୦ଟି କେନ୍ଦ୍ରରେ ଚାଲିଛି ଜୋରାଦର ପ୍ରସ୍ତୁତି। ଲଗାତାର ଦ୍ୱିତୀୟ ଦିନ ପାଇଁ ଷ୍ଟେଟ ଭ୍ୟାକସିନ ଷ୍ଟୋରରୁ ବିଭିନ୍ନ ଜିଲ୍ଲାକୁ କୋଭାସିଲ୍‌ଡ ଟିକା ପଠାଯାଇଛି। ସେଠାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଟିକା ରଖାଯାଇଛି। ଏହାପରେ କୋଲଡ୍‌ ଚେନ୍‌ ପଏଣ୍ଟ ଓ ପରେ ଟିକାକରଣ କେନ୍ଦ୍ରରେ ପହଞ୍ଚିବ କୋଭାକ୍ସିନ୍‌। ଭୁବନେଶ୍ୱର ଭଳି କଟକ ମହାନଗର ନିଗମରେ ମଧ୍ୟ ୫ଟି ସ୍ଥାନରେ ଟିକାକରଣ କେନ୍ଦ୍ର କରାଯାଇଛି। ପ୍ରତି ସେଣ୍ଟରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story