ଗୋରୁ ବୋଝେଇ କଣ୍ଟେନର ଜବତ, ୯ ଗିରଫ

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାରର ଧୁମାବତୀ ଛକରୁ ଆଜି ସକାଳେ ପୁଲିସ୍‌ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି। ଏଥିସହ ଏକ ବୋଲେରୋ ଓ ସ୍କୋପିଓକୁ ମଧ୍ୟ ପୁଲିସ୍ ଜବତ କରିଛି। ଏହି ଘଟଣାରେ ପୁଲିସ୍ ୯ ଜଣଙ୍କୁ ଗିରଫ କରିଛି। କଣ୍ଟେନରେ ୫୦ରୁ ଅଧିକ ଗୋରୁ ଥିବା ଜଣାପଡ଼ିଛି। ଏହି ଗୋରୁ ବୋଝେଇ କଣ୍ଟେନର ଅନୁଗୋଳରୁ କୋଲକତା ଯାଉଥିଲା। ପୁଲିସ୍ ଗୋରୁ ଗୁଡ଼ିକୁ ମଙ୍ଗରାଜପୁର ପଞ୍ଜାୟତରେ ଥିବା ଗୋଶାଳାକୁ ପଠାଇଦେଇଛି।

truck

truck

Jyoshna Pradhan
  • Published: Monday, 22 July 2019
  • Updated: 22 July 2019, 02:24 PM IST

Sports

Latest News

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାରର ଧୁମାବତୀ ଛକରୁ ଆଜି ସକାଳେ ପୁଲିସ୍‌ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି। ଏଥିସହ ଏକ ବୋଲେରୋ ଓ ସ୍କୋପିଓକୁ ମଧ୍ୟ ପୁଲିସ୍ ଜବତ କରିଛି। ଏହି ଘଟଣାରେ ପୁଲିସ୍ ୯ ଜଣଙ୍କୁ ଗିରଫ କରିଛି।

କଣ୍ଟେନରେ ୫୦ରୁ ଅଧିକ ଗୋରୁ ଥିବା ଜଣାପଡ଼ିଛି। ଏହି ଗୋରୁ ବୋଝେଇ କଣ୍ଟେନର ଅନୁଗୋଳରୁ କୋଲକତା ଯାଉଥିଲା। ପୁଲିସ୍ ଗୋରୁ ଗୁଡ଼ିକୁ ମଙ୍ଗରାଜପୁର ପଞ୍ଜାୟତରେ ଥିବା ଗୋଶାଳାକୁ ପଠାଇଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story