ଡାକ ପାର୍ସଲ ଗାଡିରେ ଚାଲାଣ ହେଉଥିଲା ଗୋରୁ, ତା’ ପରେ...

ଭଦ୍ରକ(ପାର୍ଥ ସାରଥୀ ନାୟକ): କଣ୍ଟେନରରେ ଲେଖା ହୋଇଛି ଡାକ ପାର୍ଶଲ । କିନ୍ତୁ ଭିତରେ ବୋଝେଇ ହୋଇଛନ୍ତି ଷଣ୍ଢ ଓ ଗାଈ । ଏମିତି ଏକ କ୍ୟାଣ୍ଟେନରରେ ଗୋରୁ ଚାଲାଣ ବେଳେ ତାହାକୁ ଗତ ରାତିରେ ଜବତ କରିଥିଲେ ସ୍ଥାନୀୟ ଯୁବକ। ଏଥିସହ ପୁଲିସ୍‌ ନିଷ୍କ୍ରିୟତାରୁ ବାରମ୍ବାର ଏପରି ଘଟୁଥିବା ଅଭିଯୋଗ କରି ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ରାସ୍ତାରୋକ କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ରାତିରେ ଭଦ୍ରକ ସହରର ବାଇପାସ ନିକଟରେ ଏକ ଡାକ […]

daka

daka

Niharika Rout
  • Published: Tuesday, 02 February 2021
  • Updated: 02 February 2021, 08:16 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): କଣ୍ଟେନରରେ ଲେଖା ହୋଇଛି ଡାକ ପାର୍ଶଲ । କିନ୍ତୁ ଭିତରେ ବୋଝେଇ ହୋଇଛନ୍ତି ଷଣ୍ଢ ଓ ଗାଈ । ଏମିତି ଏକ କ୍ୟାଣ୍ଟେନରରେ ଗୋରୁ ଚାଲାଣ ବେଳେ ତାହାକୁ ଗତ ରାତିରେ ଜବତ କରିଥିଲେ ସ୍ଥାନୀୟ ଯୁବକ। ଏଥିସହ ପୁଲିସ୍‌ ନିଷ୍କ୍ରିୟତାରୁ ବାରମ୍ବାର ଏପରି ଘଟୁଥିବା ଅଭିଯୋଗ କରି ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ରାସ୍ତାରୋକ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ରାତିରେ ଭଦ୍ରକ ସହରର ବାଇପାସ ନିକଟରେ ଏକ ଡାକ ପାର୍ସଲ ଗାଡିରେ ୯ଟି ଷଣ୍ଢ ଓ ୩ଟି ଗୋରୁ ଚାଲାଣ ହେଉଥିଲେ। ସନ୍ଦେହ ହେବାରୁ ସ୍ଥାନୀୟ ଯୁବକ ଗାଡ଼ିକୁ ଅଟକାଇ ତା’ ଭିତରୁ ଗୋରୁମାନଙ୍କୁ ଉଦ୍ଧାର କରିଥିଲେ।  ଏହାପରେ ଘଟଣାସ୍ଥଳରୁ ଡ୍ରାଇଭର,ହେଲପର ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି  ଜବତ କଣ୍ଟେନରକୁ ଗୋଶାଳାକୁ ପଠାଇଥିଲା।

ଷଣ୍ଢ, ଗୋରୁଗୁଡିକ ବେଆଇନ ଭାବେ ଚାଲାଣ ହେଉଥିବାରୁ ଉତ୍ତ୍ୟକ୍ତ ଲୋକେ  ଆ ବସଷ୍ଟାଣ୍ଡ ନିକଟରେ  ରାତି ପ୍ରାୟ ୮ଟା୩୦ରେ ଧାରଣା ଦେଲେ ଉତ୍ତ୍ୟକ୍ତ ଲୋକ।  ଏହାପରେ ରାତି ପ୍ରାୟ ୧୧ଟା ବେଳେ ଭଦ୍ରକ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। 

ଏପରି ଗୋରୁ ଚାଲାଣ ଉପରେ ନଜର ରଖାଯିବା ସହ, ଅଭିଯୁକ୍ତଙ୍କ ବିରୋଧରେ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ ଆନ୍ଦୋଳନରୁ ହଟିଥିଲେ।    

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story