ରାଜଧାନୀ ରାଜରାସ୍ତାରେ ଟୁକୁନାକୁ ମର୍ଡ଼ର ପଛର ରାଜ୍‌ କହିଲେ ସିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ରାଜଧାନୀ ରାଜରାସ୍ତାରେ ଜଣେ ଯୁବକଙ୍କୁ ମର୍ଡ଼ର ଘଟଣାର ରହସ୍ୟ ଉନ୍ମୋଚନ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସିପି କହିଛନ୍ତି ଯେ, ମୃତ ଟୁକୁନା ନାଁରେ ପୂର୍ବରୁ ୨ଟି ମାମଲା ଅଛି। ସେ ଜାମିନରେ ଥିଲା। ଆଜି ଟୁକୁନା ଦୁଇ ଭାଇ ସାଗର, ସୁଧୀରଙ୍କୁ ଆକ୍ରମଣ କରିଥିଲା। ଦୁଇ ଭାଇ ତାକୁ କାବୁ କରି ଗାଡ଼ିରେ ଧରି ଥାନାକୁ ଆଣି ଆସୁଥିଲେ।ରାସ୍ତାରେ ଆସିବା ବେଳେ ଟୁକୁନା ଛୁରିରେ ଆକ୍ରମଣ କରିଥିଲା। ବଡ଼ […]

nob

nob

Tapas Behera
  • Published: Saturday, 06 March 2021
  • Updated: 06 March 2021, 07:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ରାଜଧାନୀ ରାଜରାସ୍ତାରେ ଜଣେ ଯୁବକଙ୍କୁ ମର୍ଡ଼ର ଘଟଣାର ରହସ୍ୟ ଉନ୍ମୋଚନ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସିପି କହିଛନ୍ତି ଯେ, ମୃତ ଟୁକୁନା ନାଁରେ ପୂର୍ବରୁ ୨ଟି ମାମଲା ଅଛି। ସେ ଜାମିନରେ ଥିଲା। ଆଜି ଟୁକୁନା ଦୁଇ ଭାଇ ସାଗର, ସୁଧୀରଙ୍କୁ ଆକ୍ରମଣ କରିଥିଲା। ଦୁଇ ଭାଇ ତାକୁ କାବୁ କରି ଗାଡ଼ିରେ ଧରି ଥାନାକୁ ଆଣି ଆସୁଥିଲେ।ରାସ୍ତାରେ ଆସିବା ବେଳେ ଟୁକୁନା ଛୁରିରେ ଆକ୍ରମଣ କରିଥିଲା। ବଡ଼ ଭାଇକୁ ଛୁରିରେ ଭୁସି ଦେବାରୁ ପ୍ରତି ଆକ୍ରମଣ ହୋଇଥିଲା।

ଆତ୍ମରକ୍ଷା ପାଇଁ ଟୁକୁନାକୁ ସେହି ଛୁରିରେ ଆକ୍ରମଣ କରିଥିଲେ ଉଭୟ। ଖବର ପାଇ ତୁରନ୍ତ ପିସିଆର୍ ଭ୍ୟାନ୍ ପହଞ୍ଚି ଟୁକୁନାକୁ ଉଦ୍ଧାର କରିଥିଲା। ତେବେ ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ ଭିଡ଼ି ଆକ୍ରମଣ କରିଥିଲେ। ଘଟଣାକୁ ନେଇ ପୁଲିସ ୩ଟି ମାମଲା ରୁଜୁ କରିଛି। ଗାଡ଼ି ଭିତରେ ଟୁକୁନା ଆକ୍ରମଣ କରିଥିବା ନେଇ ଗୋଟିଏ ମାମଲା,

ଦୁଇ ଭାଇ ମିଶି ତାକୁ ହତ୍ୟା କରିବା ନେଇ ଦ୍ୱିତୀୟ  ଓ ସାଧାରଣ ଲୋକେ ଦୁଇ ଭାଇଙ୍କୁ ପିଟିବା ନେଇ ତୃତୀୟ ମାମଲା ରୁଜୁ ହୋଇଛି ବୋଲି ସିପି କହିଛନ୍ତି। ସୂଚନା ଅନୁଯାୟୀ, ସାଗର, ସୁଧୀର ଓ ଟୁକୁନା ଗୋଟିଏ ଗାଡ଼ିରେ ଥିଲେ । କୌଣସି କଥାକୁ ନେଇ ସାଗର, ସୁଧୀର ଛକ ପାଖରେ ଜଟିଆଙ୍କ ବେକକୁ ଭୁଜାଲି ଓ ଫାର୍ସାରେ ହାଣି ପକାଇଲେ  ।  ଟୁକୁନାଙ୍କ ଚିତ୍କାର ଶୁଣି  ସ୍ଥାନୀୟ ଲୋକେ ତାଙ୍କୁ  ଉଦ୍ଧାର କରିବା ସହ ୨ ଆକ୍ରମଣକାରୀ ଯୁବକଙ୍କୁ କାବୁ କରି ପୁଲିସ୍‌କୁ ହସ୍ତାନ୍ତର କରିଥିଲେ।  ଗୁରୁତର ଟୁକୁନାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ସାଗର ଓ ସୁଧୀରଙ୍କୁ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ କାବୁ କରି ନିର୍ଧୂମ ଛେଚିଥିଲେ। ଫଳରେ ଗୁରୁତର ଅବସ୍ଥାରେ  ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story