ବାଣ ଭିଡ଼ା ହେଲା କାଳ: ବିସ୍ଫୋରଣରେ ବାପା ମୃତ, ପୁଅ ଗୁରୁତର

Ordigital Desk
  • Published: Tuesday, 10 April 2018
  • , Updated: 10 April 2018, 10:52 AM IST
<p>କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଗୋପ ବ୍ଲକ ପିଣ୍ଡୋଳ ଗାଁରେ &nbsp;ବାଣ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ରଞ୍ଜିତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ହାପି ଗୁରୁତର ଆହତ ହୋଇଛନ୍ତି।</p> <p>ଘରର ଛାତ ଉପରେ ବାଣ ଭିଡ଼ିବା ବେଳେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ସେମାନଙ୍କୁ ତୁରନ୍ତ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି&nbsp; କରାଯାଇଥିଲା। ସେଠାରେ ରଞ୍ଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ହାପିଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।</p>

Related story