କ୍ରାଇମବ୍ରାଞ୍ଚ ଡିଜି ବିଜୟ କୁମାର ଶର୍ମାଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: କ୍ରାଇମବ୍ରାଞ୍ଚ ଡିଜି ବିଜୟ କୁମାର ଶର୍ମା ଙ୍କ ବିରୋଧରେ ପଦ ଓ କ୍ଷମତାର ଅପବ୍ୟବହାର ଅଭିଯୋଗ ଆସିଛି। ଏହାର ତଦନ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ଶର୍ମା ୟୁନିଭର୍ସିଟି ଲ କଲେଜରେ ପାଠ ପଢୁଥିଲେ। ଏହି ସମୟରେ ସେ ଛୁଟି ନ ନେଇ ଡ୍ୟୁଟିରେ ଥାଇ କ୍ଲାସ୍‌ କରିଥିବା ଅଭିଯୋଗ ହୋଇଥିଲା। ଜଣେ ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ […]

bksharama

Rakesh Mallick
  • Published: Tuesday, 14 February 2017
  • , Updated: 14 February 2017, 09:06 PM IST

ନୂଆଦିଲ୍ଲୀ: କ୍ରାଇମବ୍ରାଞ୍ଚ ଡିଜି ବିଜୟ କୁମାର ଶର୍ମା ଙ୍କ ବିରୋଧରେ ପଦ ଓ କ୍ଷମତାର ଅପବ୍ୟବହାର ଅଭିଯୋଗ ଆସିଛି। ଏହାର ତଦନ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ଶର୍ମା ୟୁନିଭର୍ସିଟି ଲ କଲେଜରେ ପାଠ ପଢୁଥିଲେ। ଏହି ସମୟରେ ସେ ଛୁଟି ନ ନେଇ ଡ୍ୟୁଟିରେ ଥାଇ କ୍ଲାସ୍‌ କରିଥିବା ଅଭିଯୋଗ ହୋଇଥିଲା। ଜଣେ ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହାସହ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ ଶର୍ମାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related story