ରୁଷୀୟଙ୍କ ସାଂସଦଙ୍କ ମୃତ୍ୟୁ ମାମଲା: ଟୁରିଷ୍ଟ ଗାଇଡ୍‌ ଓ କାର ଡ୍ରାଇଭରଙ୍କୁ କ୍ରାଇମବ୍ରାଞ୍ଚର ଜେରା

କଟକ(ଓଡ଼ିଶା ରିପୋର୍ଟର): ରାୟଗଡ଼ାରେ ରୁଷ୍‌ ବିତ୍ତଶାଳୀ ସାଂସଦ ପାଭେଲ୍ ଆଣ୍ଟୋଭ୍‌ଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ରାତି ଅନିଦ୍ରା କ୍ରାଇମବ୍ରାଞ୍ଚ। ଏହା ଆତ୍ମହତ୍ୟା ନା କୌଣସି ଅଘଟଣରୁ ଘଟିଛି ? ତଥ୍ୟ ପ୍ରମାଣ ଯୋଗାଡ଼ କରି ଅତି ସତର୍କତାର ସହ ତଦନ୍ତ କରୁଛି ତଦନ୍ତକାରୀ ସଂସ୍ଥା। କାରଣ ଏହା ଏକ ଅନ୍ତର୍ଜାତୀୟ ମାମଲା। ତେଣୁ କାଲି ବିଳମ୍ବିତ ରାତି ଯାଏଁ ପାଭେଲ୍‌ଙ୍କ ସାଙ୍ଗରେ ଆସିଥିବା ରୁଷୀୟ ଦଂପତିଙ୍କୁ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅଫିସରେ ପଚରାଉଚରା କରିଥିଲା। ପରେ ପୁଣି ଆଜି […]

pavel antov

pavel antov

Niranjan Mishra
  • Published: Wednesday, 28 December 2022
  • Updated: 28 December 2022, 08:03 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ରାୟଗଡ଼ାରେ ରୁଷ୍‌ ବିତ୍ତଶାଳୀ ସାଂସଦ ପାଭେଲ୍ ଆଣ୍ଟୋଭ୍‌ଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ରାତି ଅନିଦ୍ରା କ୍ରାଇମବ୍ରାଞ୍ଚ। ଏହା ଆତ୍ମହତ୍ୟା ନା କୌଣସି ଅଘଟଣରୁ ଘଟିଛି ? ତଥ୍ୟ ପ୍ରମାଣ ଯୋଗାଡ଼ କରି ଅତି ସତର୍କତାର ସହ ତଦନ୍ତ କରୁଛି ତଦନ୍ତକାରୀ ସଂସ୍ଥା। କାରଣ ଏହା ଏକ ଅନ୍ତର୍ଜାତୀୟ ମାମଲା। ତେଣୁ କାଲି ବିଳମ୍ବିତ ରାତି ଯାଏଁ ପାଭେଲ୍‌ଙ୍କ ସାଙ୍ଗରେ ଆସିଥିବା ରୁଷୀୟ ଦଂପତିଙ୍କୁ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅଫିସରେ ପଚରାଉଚରା କରିଥିଲା। ପରେ ପୁଣି ଆଜି ପୁଣି କଟକ ମୁଖ୍ୟାଳୟରେ ତଥ୍ୟ ଆଦାୟ କରାଯାଉଛି। ଆବଶ୍ୟକସ୍ଥଳେ ମୃତକଙ୍କ ଭିସେରାକୁ ଦିଲ୍ଲୀ ଏମ୍ସ ପଠାଇବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ। ଏସବୁ ଭିତରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍(ହାରୋ)।

ପାଭେଲ୍ ତଥା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍‌ଙ୍କ ବଡ଼ ସମାଲୋଚକ ଥିଲେ। ସେ ରାୟଗଡ଼ାର ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲ୍‌ରେ ଛୁଟି କାଟିବାକୁ ଅନ୍ୟ ୩ ସାଥୀଙ୍କ ସହ ଆସିଥିଲେ। ହେଲେ ଏଠାରେ ୨ ଜଣଙ୍କର ରହସ୍ୟଜନକ ମୃତ୍ୟୁ ପରେ ହୋଟେଲରେ ରହୁଥିବା ଟୁର୍ଭୋ ଓ ପାନ୍ସେଙ୍କୋଙ୍କ ସହ ଟୁରିଷ୍ଟ ଗାଇଡ୍ ଜିତେନ୍ଦ୍ର ସିଂଙ୍କୁ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅଫିସରେ ଗତରାତି ପ୍ରାୟ ୨ଟା ଯାଏଁ ପଚରାଉଚରା କରାଯାଇଥିଲା। ପରେ ଆଜି ତିିନି ଜଣଙ୍କୁ ନିଆଯାଇଛି କ୍ରାଇମବ୍ରାଞ୍ଚର କଟକ ମୁଖ୍ୟାଳୟକୁ।

ଗତରାତିରେ କ୍ରାଇମ୍‌ବ୍ରାଞ୍ଚ ଆଇଜିଙ୍କ ପରେ ଆଜି ଏଡିଜି ପଚରାଉଚରା କରିଛନ୍ତି ୩ ଜଣଙ୍କୁ। ସେହିପରି ନଟବର ମହାନ୍ତି ନାମକ ଜଣେ କାର୍ ଡ୍ରାଇଭରଙ୍କୁ ବି ପଚରାଉଚରା କରାଯାଇଛି। ତାସହ ଦମ୍ପତ୍ତି ଓ ଅନ୍ୟ ଦୁଇ ମୃତ ରୁଷୀୟଙ୍କ ପାସପୋର୍ଟ ସହ ଭାରତ ଭ୍ରମଣ ସମ୍ବନ୍ଧୀୟ କାଗଜପତ୍ରକୁ ଜବତ କରି ତଦନ୍ତ କରୁଛ କ୍ରାଇମବ୍ରାଞ୍ଚ ଟିମ୍। ଏହାଛଡା ରାୟଗଡା ଜିଲ୍ଲା ପୁଲିସ ସହ ଯୋଗାଯୋଗରେ ରହି ମାମଲା ସମ୍ବନ୍ଧୀୟ ମେଡିକାଲ ରିପୋର୍ଟ, ଫଟୋଗ୍ରାଫ୍ ସବୁକୁ ଯାଞ୍ଚ କରୁଛନ୍ତି ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ଡିଏସ୍‌ପି ତପନ କୁମାର ଦାସଙ୍କ ସମେତ ୨ ଜଣ ଇନସପେକ୍ଟର ଏବଂ ଜଣେ ଏଏସଆଇ କ୍ରାଇମବ୍ରାଞ୍ଚ ଟିମ୍‌ରେ ସାମିଲ ଅଛନ୍ତି।

କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି, ବିଦେଶୀ ନାଗରିକ ହୋଇଥିବାରୁ ପ୍ରତ୍ୟେକ ଦିଗକୁ ଧରି ମାମଲାର ଅନ୍ତର୍ଜାତୀୟ ସ୍ତରର ତଦନ୍ତ କରାଯାଉଛି। ମୃତକଙ୍କ ଭିସେରା ପରୀକ୍ଷା ପାଇଁ ନୂଆଦିଲ୍ଲୀ ଏମ୍ସ ପଠାଯାଇପାରେ। ରୁଷୀୟ ଭାଷା ଅନୁବାଦ ପାଇଁ ଜଣଙ୍କୁ ନିୟୋଜିତ କରାଯାଉଛି। ତେବେ ପାଭେଲ୍‌ଙ୍କ ମୃତ ଶରୀରର ସଂସ୍କାର ପାଇଁ ଆସିଥିବା ଏକ ସମ୍ମତିପତ୍ରର ସତ୍ୟତା ନେଇ ବି ଯାଞ୍ଚ କରାଯାଉଛି।

ସେପଟେ ରାୟଗଡ଼ାର ସାଇ ଇଣ୍ଟରନ୍ୟାସନାଲ୍ ହୋଟେଲ୍ କ୍ୟାମ୍ପସରେ ମୁତୟନ ହୋଇଛନ୍ତି ସୁରକ୍ଷା କର୍ମୀ। ଟୁର୍ଭୋ ଓ ପାନ୍ସେଙ୍କୋ ଦମ୍ପତ୍ତି ରହିଥିବା ରୁମ୍ ନମ୍ବର ୩୦୫ ଓ ମୃତ ଦୁଇ ବନ୍ଧୁ ପାଭେଲ୍ ଓ ଭ୍ଲାଦିମିର ବିଦାନୋଭ୍‌ଙ୍କ ରୁମ୍ ନମ୍ବର ୨୦୩କୁ କ୍ରାଇମବ୍ରାଞ୍ଚ ସିଲ୍ କରିଛି। ଏସବୁ ଭିତରେ ସାଂସଦ ପାଭେଲ ଆଣ୍ଟୋଭଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। ରାୟଗଡ଼ା ମେଡିକାଲ ପକ୍ଷରୁ ରାୟଗଡ଼ା ପୁଲିସକୁ ରିପୋର୍ଟ ପ୍ରଦାନ କରାଯାଇଛି। ତେବେ ରିପୋର୍ଟରେ କ’ଣ ଅଛି ପୁଲିସ ସେନେଇ ସ୍ପଷ୍ଟ କରିନି।

ହାରୋ ପକ୍ଷରୁ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଚିଠି ଲେଖି ଉଲ୍ଲେଖ କରାଯାଇଛି, ଗତ ୭ ବର୍ଷ ଭିତରେ ରାଜ୍ୟରେ ଏଭଳି କୌଣସି ଅଘଟଣ ଘଟିନାହିଁ। ଓଡ଼ିଶା ଆସିବା ପାଇଁ ବିଦେଶୀ ପର୍ଯ୍ୟଟକ ଯେପରି ସୁରକ୍ଷିତ ମଣିବେ, ସେଦିଗ ପ୍ରତି ପଦକ୍ଷେପ ନିଆଯାଉ। ସେପଟେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ  କହିଛନ୍ତି, ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।

ସୂଚନା ଥାଉକି, ଚଳିତ ମାସ ୨୨ ଓ ୨୪ ତାରିଖରେ ରାୟଗଡ଼ାରେ ୨ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ଓ ଭ୍ଲାଦିମିରଙ୍କ ମୃତ୍ୟୁ ହୋଇଛି। ମୃତ ପାଭେଲ ଆନ୍ତୋଭ ରୁଷର ସାଂସଦ ତଥା ଜଣେ କୋଟିପତି ବ୍ୟବସାୟୀ ଥିଲେ ବୋଲି ଜଣାଯାଇଛି। ରୁଷ ଯୁକ୍ରେନ ଯୁଦ୍ଧ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସମାଲୋଚନା କରି ଚର୍ଚ୍ଚାରେ ଥିଲେ ପାଭେଲ। ପାଭେଲ ନିଜ ଜନ୍ମଦିନ ପାଳନ ପାଇଁ ନିଜ ସାଙ୍ଗ ପାନ ସେଙ୍କୋ, ଟୁର୍ଭୋ, ଭ୍ଲାଦିମିର ବିଦାନୋଭଙ୍କ ସହ ଓଡ଼ିଶା ଆସିଥିଲେ ପାଭେଲ।

ସେମାନେ ଟୁରିଷ୍ଟ ଭିସାରେ ଡିସେମ୍ବର ୧୯ ତାରିଖରେ ଦିଲ୍ଲୀ ପହଞ୍ଚି ଭାୟା ଭୁବନେଶ୍ୱର ହୋଇ ଡିସେମ୍ବର ୨୧ ତାରିଖରେ ପହଞ୍ଚିଥିଲେ ରାୟଗଡ଼ାରେ। ଦାରିଙ୍ଗବାଡ଼ି ବୁଲିବା ପରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଜୟପୁରକୁ ଯାଇଥାନ୍ତେ। ଏଥିପାଇଁ ହୋଟେଲର ଗୋଟିଏ ରୁମରେ ରହିଥିଲେ ଦମ୍ପତି ପାନ ସେଙ୍କୋ ଓ ଟୁର୍ଭୋ। ଆଉ ଏକ  ରୁମରେ ରହିଥିଲେ ଭ୍ଲାଦିମିର ଓ ପାଭେଲ। କିନ୍ତୁ ୨୨ ତାରିଖରେ ଆକସ୍ମିକ ଭାବେ ରୁମରେ ପ୍ରାଣ ହରାଇଲେ ଭ୍ଲାଦିମିର୍। ଏହାର ଦୁଇ ଦିନ ପରେ ଅର୍ଥାତ ୨୪ ତାରିଖରେ ହୋଟେଲ୍ ତଳୁ ପାଭେଲଙ୍କ ମୃତଦେହ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story