ଜମି ଠକେଇ ଅଭିଯୋଗ,ସନ୍ତୋଷ ଜେନା ଗିରଫ

ଭୁବନେଶ୍ୱର: ରାଜଧାନୀରେ ଶତାଧତ୍କ ଲୋକଙ୍କୁ ଜମି ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା EOW  କ୍ରିଏଟିଭ୍ ଆସେଟ୍ ଡେଭଲପର୍ସ ଏମ୍‌ଡି ସନ୍ତୋଷ ଜେନାଙ୍କୁ ଗିରଫ କରିଛି। ଖଣ୍ଡଗିରି ଅଞ୍ଚଳରୁ ସନ୍ତୋଷଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏନେଇ ସ୍ପେଶାଲ ଡିଜି କ୍ରାଇମ ବିଜୟ କୁମାର ଶର୍ମା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

arrest

Rakesh Mallick
  • Published: Sunday, 30 April 2017
  • , Updated: 30 April 2017, 01:51 PM IST

Related story