ସଞ୍ଜୟ ଦାସବର୍ମାଙ୍କ ପିଏସ୍‌ଓଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପୁରୀ (ଓଡ଼ିଶା ରିପୋର୍ଟର): ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାରେ ପୂର୍ବତନ ବିଜେଡି ବିଧାୟକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ) ସର୍ବେଶ୍ୱର ଜେନାଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ। ଏହା ସହିତ ଚିତ୍ତରଞ୍ଜନଙ୍କ ପୁତୁରା ଦିଲ୍ଲୀପ ପଲେଇଙ୍କୁ ମଧ୍ୟ ଜେରା କରିଛି କ୍ରାଇମବ୍ରାଞ୍ଚ। ଘଟଣା ପୂର୍ବ ରାତିରେ ଚିତ୍ତରଞ୍ଜନଙ୍କ ସହିତ ମିଶି ଭୋଜି କରିଥିଲେ ସର୍ବେଶ୍ୱର ଓ ଦିଲ୍ଲୀପ। ସେଦିନ ଭୋଜିରେ ସାମିଲ ଆଉ ତିନି ଜଣଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା […]

Sanjay Das Burma

Sanjay Das Burma

Jitendra Garnayak
  • Published: Thursday, 16 December 2021
  • Updated: 17 December 2021, 05:01 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାରେ ପୂର୍ବତନ ବିଜେଡି ବିଧାୟକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ) ସର୍ବେଶ୍ୱର ଜେନାଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ। ଏହା ସହିତ ଚିତ୍ତରଞ୍ଜନଙ୍କ ପୁତୁରା ଦିଲ୍ଲୀପ ପଲେଇଙ୍କୁ ମଧ୍ୟ ଜେରା କରିଛି କ୍ରାଇମବ୍ରାଞ୍ଚ। ଘଟଣା ପୂର୍ବ ରାତିରେ ଚିତ୍ତରଞ୍ଜନଙ୍କ ସହିତ ମିଶି ଭୋଜି କରିଥିଲେ ସର୍ବେଶ୍ୱର ଓ ଦିଲ୍ଲୀପ।

ସେଦିନ ଭୋଜିରେ ସାମିଲ ଆଉ ତିନି ଜଣଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିବ ବୋଲି ଜଣାପଡ଼ିଛି। ସେମାନେ ହେଉଛନ୍ତି- ଉମାକାନ୍ତ ପାଇକରାୟ, ସୂର୍ଯ୍ୟପ୍ରସାଦ ମିଶ୍ର ଓ ଜଗନ୍ନାଥ ଷଡ଼ଙ୍ଗୀ। ପୁରୀ ମାଟିଆପଡ଼ା ଅଞ୍ଚଳର ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗା ଘରେ ଆୟୋଜିତ ହୋଇଥିଲା ଭୋଜି। କ୍ରାଇମବ୍ରାଞ୍ଚ ସେହି ଭୋଜିରେ ସାମିଲ ସମସ୍ତ ବ୍ୟକ୍ତିଙ୍କର ସିଡିଆର୍ (କଲ୍ ଡିଟେଲ ରେକର୍ଡ) ଯାଞ୍ଚ କରୁଥିବା ଜଣାପଡ଼ିଛି।

ଏହି ଘଟଣାରେ ଚକ୍ରପଡ଼ାର ଜଣେ ମହିଳାଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବାର ସମ୍ଭାବନା ଥିବା ସୂଚନା ମିଳିଛି। ସଂପୃକ୍ତ ମହିଳାଙ୍କ ଘରକୁ ଜଗନ୍ନାଥ ଓ ଚିତ୍ତ ଯିବାଆସିବା କରୁଥିବା କୁହାଯାଉଛି। ଅନ୍ୟପକ୍ଷରେ ଆଜି ଆସିପାରେ ଚିତ୍ତରଞ୍ଜନଙ୍କ ଭିସେରା ଓ ବ୍ୟବଚ୍ଛେଦ ରିପୋର୍ଟ।

ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାରେ ଗତକାଲି ଡିଜିପି ଦେଇଥିଲେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ। ଚିତ୍ତରଞ୍ଜନ ଥିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ। ଗତ ୧୩ ତାରିଖରେ ପୁରୀ ନୂଆନଈ ନିକଟରେ ଚିତ୍ତରଂଜନଙ୍କ ମୃତଦେହ ମିଳିଥିଲା। ନଦୀରୁ ମୃତଦେହ ମିଳିବା ପରେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ସିଧାସଳଖ ସଞ୍ଜୟ ଦାସବର୍ମା ଓ ଜଗନ୍ନାଥ ଷଡ଼ଙ୍ଗୀଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଚିତ୍ତରଞ୍ଜନଙ୍କ ଭଉଣୀ ଓ ଭିଣୋଇଙ୍କୁ ନେଇ ଏସ୍‌ପି ଅଫିସ୍‌ରେ ପହଞ୍ଚିଥିଲେ ସଞ୍ଜୟ। ସେମାନେ ସମସ୍ତେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story