ହାତୀ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୌଦ୍ଧ ଜଙ୍ଗଲ ଡିଭିଜନରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଦନ୍ତାହାତୀ ଓ କେନ୍ଦୁଝର ଜିଲ୍ଲା ଜଙ୍ଗଲରେ ୨ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଦୁଇଟି ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲୋଡ଼ାଯାଇଥିଲା । ମୁଖ୍ୟମନ୍ତ୍ରୀ ଏଥିପାଇଁ ଅନୁମତି ଦେଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ […]

Manoranjan Sial
  • Published: Wednesday, 22 July 2020
  • Updated: 22 July 2020, 08:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୌଦ୍ଧ ଜଙ୍ଗଲ ଡିଭିଜନରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଦନ୍ତାହାତୀ ଓ କେନ୍ଦୁଝର ଜିଲ୍ଲା ଜଙ୍ଗଲରେ ୨ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଦୁଇଟି ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲୋଡ଼ାଯାଇଥିଲା । ମୁଖ୍ୟମନ୍ତ୍ରୀ ଏଥିପାଇଁ ଅନୁମତି ଦେଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ବୌଦ୍ଧ ଜଙ୍ଗଲ ଡିଭିଜର ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ସେକ୍ସନ, ଗଣ୍ଡାପାଡ଼ୁ ବିଟର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଜୁନ୍ ୧୬ ତାରିଖରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ହାତୀର ଶରୀରରେ ୯ଟି ଗୁଳି ବାଜିଥିଲା। ଏହି ଘଟଣାରେ ଜୁନ୍ ୨୨ତାରିଖରେ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ସେହିପରି କେନ୍ଦୁଝର ଜଙ୍ଗଲ ଡିଭିଜନର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡ଼ା ସେକ୍ସନରେ ଥିବା ସଂରକ୍ଷିତ ଜଙ୍ଗଲରେ ଜୁନ୍ ୧୪ତାରିଖରେ ଦୁଇଟି ହାତୀର ମୃତଦେହ ଠାବ କରାଯାଇଥିଲା। ବିଦ୍ୟୁତ ଆଘାତରେ ଦୁଇଟି ଯାକ ହାତୀର ମୃତ୍ୟୁ ହୋଇଥିଲା। ତେବେ ଅଣ୍ଡିରା ହାତୀର ଦାନ୍ତ ମିଳିନଥିଲା । ଜୁନ୍ ୧୯ତାରିଖରେ ଏହି ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ବିଦ୍ୟୁତ ତାର ବିଛାଇବା ଅଭିଯୋଗରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ଏହି ଦୁଇଟି ଯାକ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରି ଶିକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story