ଓଡ଼ିଶାରେ ଅପରାଧ କମିଛି: ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦ରେ ଓଡ଼ିଶା ପୁଲିସ ଭଲ ଭାବେ କରୋନା ମୁକାବିଲା କରିଛି। ରାଜ୍ୟରେ ୪୭ ଜଣ ପୁଲିସ କର୍ମଚାରୀ କରୋନାରେ ପ୍ରାଣ ହରାଇଛନ୍ତି। ୯୦୦ରୁ ଊର୍ଦ୍ଧ୍ୱ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀରେ DGP ଅଭୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି-“ଚଳିତ ବର୍ଷ ୧୭ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ୨୧ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଓଡ଼ିଶା ପୁଲିସ ସ୍ଥିତି ଜାହିର କରିପାରିଛି। ରେକର୍ଡ […]

dgp

dgp

Manoranjan Sial
  • Published: Sunday, 27 December 2020
  • Updated: 27 December 2020, 06:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦ରେ ଓଡ଼ିଶା ପୁଲିସ ଭଲ ଭାବେ କରୋନା ମୁକାବିଲା କରିଛି। ରାଜ୍ୟରେ ୪୭ ଜଣ ପୁଲିସ କର୍ମଚାରୀ କରୋନାରେ ପ୍ରାଣ ହରାଇଛନ୍ତି। ୯୦୦ରୁ ଊର୍ଦ୍ଧ୍ୱ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀରେ DGP ଅଭୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି-“ଚଳିତ ବର୍ଷ ୧୭ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ୨୧ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଓଡ଼ିଶା ପୁଲିସ ସ୍ଥିତି ଜାହିର କରିପାରିଛି। ରେକର୍ଡ ପରିମାଣର ଗଞ୍ଜେଇ ଓ ବ୍ରାଉନସୁଗାର ଜବତ କରାଯାଇଛି। ରାଜ୍ୟରେ ଅପରାଧର ମାତ୍ରା କମିଛି।”

ଆଜିଠାରୁ ୬୨ ତମ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ, ସଶସ୍ତ୍ର ବାଟାଲିୟନ୍‌ କମାଣ୍ଡାଣ୍ଟ, ରେଞ୍ଜ ଆଇଜି ଓ ଡିଆଇଜି ଉପସ୍ଥିତ ରହିଛନ୍ତି। ଏହାସହ ଭିଜିଲାନ୍ସ, ଜେଲ ଏବଂ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଛନ୍ତି। ସମ୍ମିଳନୀରେ ଆଇନ ଶୃଙ୍ଖଳା, ନକ୍ସଲ ମୁକାବିଲା, ସଡ଼କ ନିରାପତ୍ତା, ଡିଜିଟାଲ ଅଫିସ କାର୍ଯ୍ୟକ୍ଷମ କରିବା ଉପରେ ଆଲୋଚନା ହେବ। ଜାତୀୟ ସ୍ତରର ବିଭିନ୍ନ ସମ୍ମିଳନୀରେ ଭାଗ ନେଇଥିବା ବରିଷ୍ଠ ଅଧିକାରୀମାନେ ଏଥିରେ ନିଜର ଅଭିଜ୍ଞତା ବାଣ୍ଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story