କୁମ୍ଭୀର ଆକ୍ରମଣରେ ମହିଳା ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା  ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଦେବନାରାୟଣପୁରରେ କୁମ୍ଭୀର ଆତଙ୍କ। କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି।  ତାଙ୍କ ନାଁ ଭବାନୀ ମଣ୍ଡଳ।  ଭବାନୀଙ୍କ ପିଠି, ହାତ ଓ ବେକରେ ଆଘାତ ଲାଗିଛି।  ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋରୁ ଚରାଇବାକୁ ଯାଇଥିବାବେଳେ ବାଉଁଶଗଡ଼ ନଦୀ ପାଖରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ ଭବାନୀ। ତାଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ଆସି ତାଙ୍କୁ ଉଦ୍ଧାର କରିଥିଲେ।

Rakesh Mallick
  • Published: Saturday, 23 September 2017
  • , Updated: 23 September 2017, 10:36 AM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା  ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଦେବନାରାୟଣପୁରରେ କୁମ୍ଭୀର ଆତଙ୍କ। କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି।  ତାଙ୍କ ନାଁ ଭବାନୀ ମଣ୍ଡଳ।  ଭବାନୀଙ୍କ ପିଠି, ହାତ ଓ ବେକରେ ଆଘାତ ଲାଗିଛି।  ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୋରୁ ଚରାଇବାକୁ ଯାଇଥିବାବେଳେ ବାଉଁଶଗଡ଼ ନଦୀ ପାଖରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ ଭବାନୀ। ତାଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ଆସି ତାଙ୍କୁ ଉଦ୍ଧାର କରିଥିଲେ।

Related story