ଉଛୁଳା ନଦୀରେ କୁମ୍ଭୀର, ଲୋକେ ଆତଙ୍କିତ

ଆଠଗଡ଼(ନୀଳକଣ୍ଠ ଦୋରା) : ବନ୍ୟା ପାଣିରେ କୁମ୍ଭୀର। ଯାହାକୁ ଦେଖି ଲୋକେ ହୋଇପଡ଼ିଛନ୍ତି ଆତଙ୍କିତ। ଏପରି କିଛି ଘଟଣା ଘଟିଛି କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳରେ । ମହାନଦୀରେ ପାଣି ବଢ଼ିବା ପରେ ବନ୍ୟା ଜଳ ୨ କୂଳ ଲଘଂଛି। ଏପରି ସ୍ଥିତିରେ ଉଛୁଳା ନଦୀରେ କୁମ୍ଭୀର ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ଘଟଣାକୁ ନେଇ ଆତଙ୍କିତ  ଲୋକେ ପ୍ରଶାସନକୁ ଅବଗତ କରିଛନ୍ତି । ଏଥିଯୋଗୁ କୂଳ ତଟବର୍ତ୍ତୀ ଅଞ୍ଚଳବାସୀ ନିଜ ସୁରକ୍ଷାକୁ ନେଇ ଭୟଭୀତ […]

aathagarh-1..2

aathagarh-1..2

Niharika Rout
  • Published: Thursday, 15 August 2019
  • Updated: 15 August 2019, 01:58 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା) : ବନ୍ୟା ପାଣିରେ କୁମ୍ଭୀର। ଯାହାକୁ ଦେଖି ଲୋକେ ହୋଇପଡ଼ିଛନ୍ତି ଆତଙ୍କିତ। ଏପରି କିଛି ଘଟଣା ଘଟିଛି କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳରେ ।

ମହାନଦୀରେ ପାଣି ବଢ଼ିବା ପରେ ବନ୍ୟା ଜଳ ୨ କୂଳ ଲଘଂଛି। ଏପରି ସ୍ଥିତିରେ ଉଛୁଳା ନଦୀରେ କୁମ୍ଭୀର ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ଘଟଣାକୁ ନେଇ ଆତଙ୍କିତ  ଲୋକେ ପ୍ରଶାସନକୁ ଅବଗତ କରିଛନ୍ତି । ଏଥିଯୋଗୁ କୂଳ ତଟବର୍ତ୍ତୀ ଅଞ୍ଚଳବାସୀ ନିଜ ସୁରକ୍ଷାକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି।

ହୀରାକୁଦ ଡ୍ୟାମ୍‌ ଗେଟ୍ ଖୋଲିବା ପରେ ମହାନଦୀ ଫୁଲିବାରେ ଲାଗିଛି । ବାଙ୍କୀ ଅଞ୍ଚଳର ବହୁ  ଚାଷ ଜମି ବନ୍ୟା ପାଣି ଦ୍ୱାରା ପ୍ରଭାବିତ ହୋଇଛି । ବହୁ ଫସଲ ମଧ୍ୟ ଏଥିଯୋଗୁ ନଷ୍ଟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story