ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳରେ ଦେଖିବାକୁ ମିଳିଲା ମଗର

ବାରିପଦା (ମାନିକ ଲାଲ ପାଣି): ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ବିରଳ ମଗର ପ୍ରଜାତିର କୁମ୍ଭୀର। ଅଭୟାରଣ୍ୟର ବାରାହାକାମୁଡା ରେଞ୍ଜ କାର୍ଯ୍ୟାଳୟର ସମ୍ମୁଖ ଜଳାଶୟରେ ଏହି ମଗରମାନଙ୍କୁ ଦେଖିବାକୁ ମିଳିଛି। ଏହାଛଡ଼ା ଶିମିଳିପାଳ କୋର ଅଞ୍ଚଳରେ ପ୍ରବାହିତ ନଦୀ ଗୁଡ଼ିକରେ ଏହି ପ୍ରଜାତିର କୁମ୍ଭୀରମାନଙ୍କୁ ଦେଖିବାକୁ ମିଳେ। ଯାହାକି ସମୁଦ୍ରପତ୍ତନଠାରୁ ୮୨୨ମିଟର ଉଚ୍ଚତମ ସ୍ଥାନରେ କୁହାଯାଇଛି। ଟ୍ୱିଟ୍‌ କରି ଏପରି ସୂଚନା ଦେଇଛନ୍ତି ଶିମିଳିପାଳ ଅଭୟାରଣ୍ୟର ପୂର୍ବତନ ଉପ-ନିର୍ଦ୍ଦେଶକ।  ମୟୂରଭଞ୍ଜ ଜିଲ୍ଲାର ୨୭୫୦ ବର୍ଗ କିଲୋମିଟର ଅଞ୍ଚଳରେ […]

crocodile

crocodile

Manoranjan Sial
  • Published: Saturday, 03 July 2021
  • Updated: 03 July 2021, 04:40 PM IST

Sports

Latest News

ବାରିପଦା (ମାନିକ ଲାଲ ପାଣି): ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ବିରଳ ମଗର ପ୍ରଜାତିର କୁମ୍ଭୀର। ଅଭୟାରଣ୍ୟର ବାରାହାକାମୁଡା ରେଞ୍ଜ କାର୍ଯ୍ୟାଳୟର ସମ୍ମୁଖ ଜଳାଶୟରେ ଏହି ମଗରମାନଙ୍କୁ ଦେଖିବାକୁ ମିଳିଛି। ଏହାଛଡ଼ା ଶିମିଳିପାଳ କୋର ଅଞ୍ଚଳରେ ପ୍ରବାହିତ ନଦୀ ଗୁଡ଼ିକରେ ଏହି ପ୍ରଜାତିର କୁମ୍ଭୀରମାନଙ୍କୁ ଦେଖିବାକୁ ମିଳେ। ଯାହାକି ସମୁଦ୍ରପତ୍ତନଠାରୁ ୮୨୨ମିଟର ଉଚ୍ଚତମ ସ୍ଥାନରେ କୁହାଯାଇଛି। ଟ୍ୱିଟ୍‌ କରି ଏପରି ସୂଚନା ଦେଇଛନ୍ତି ଶିମିଳିପାଳ ଅଭୟାରଣ୍ୟର ପୂର୍ବତନ ଉପ-ନିର୍ଦ୍ଦେଶକ। 

ମୟୂରଭଞ୍ଜ ଜିଲ୍ଲାର ୨୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟ। ବ୍ୟାଘ୍ର ଓ ଔଷଧୀୟ ବୃକ୍ଷ ପାଇଁ ଏହି ଅଭୟାରଣ୍ୟ ବେଶ୍‌ ପରିଚିତ। ସେଥିପାଇଁ ଅଭୟାରଣ୍ୟ ଖୋଲିଲେ ଦୂରଦୂରାନ୍ତରୁ ଧାଇଁ ଆସନ୍ତି ପର୍ଯ୍ୟଟକ। ପର୍ଯ୍ୟଟକମାନେ ଏଠାରେ ବଣ୍ୟ ଯନ୍ତୁଙ୍କୁ ନିଜ ଆଖିରେ ଦେଖିବା ସହିତ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଆନ୍ତି। ଏବେ ଆଉ ଏକ ଖୁସି ଖବର ଆସିଛି। ଏଠାରୁ ପ୍ରବାହିତ ଦେଓ ନଦୀର ପଶ୍ଚିମ, ବୁଢାବଳଙ୍ଗ, ଖଇରୀ ପ୍ରମୁଖ ନଈରେ ମଗର ବସତି ସ୍ଥାପନ କରିଥିବା ଜଣାପଡ଼ିଛି। ଏମାନେ ବୁଢ଼ାବଳଙ୍ଗ ନଦୀର ଗୋଟିଏ, ଖଡ଼ଖାଇ ନଦୀର ୨ଟି, ଖଇରୀ ନଦୀର ୪ଟି, ପୂର୍ବଦେଓ ନଦୀର ୩ଟି ଓ ପଶ୍ଚିମଦେଓ ନଦୀର ୨୮ଟି ସ୍ଥାନରେ ରହୁଥିବା ଦେଖିବାକୁ ମିଳିଛି। ୨୦୧୯ ଗଣନା ଅନୁସାରେ ୮୨ଟି କୁମ୍ଭୀର ଥିବା ଜଣାପଡ଼ିଥିଲା। ସେଥିମଧ୍ୟରୁ ୭୦ଟି ଦେଓ ନଦୀର ପଶ୍ଚିମରୁ ମିଳିଥିଲା। ଚଳିତବର୍ଷ ଏହି ସଂଖ୍ୟା ଅଧିକ ବୋଲି ଗଣନାରୁ ଜଣାପଡ଼ିଛି।

[caption id="attachment_655980" align="aligncenter" width="650"]Similipal National Park ଶିମିଳିପାଳ ଅଭୟାରଣ୍ୟର ସୌନ୍ଦର୍ଯ୍ୟ[/caption]

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରେ ରହୁଥିବା କୁମ୍ଭୀରମାନେ ବନ୍ୟଜନ୍ତୁ ସୁରକ୍ଷା ଆଇନ୍‌ ଅନୁଯାୟୀ ସିଡୁଲ୍‌ ୱାନ୍‌ ପ୍ରଜାପତିର। ଏମାନେ ସାଧାରଣତଃ ଉତ୍ତର-ପୂର୍ବ ଭାରତରେ ଦେଖାଯାଆନ୍ତି। ଏହା ବ୍ୟତୀତ ନେପାଳ, ଶ୍ରୀଲଙ୍କା, ବାଙ୍ଗୋଲାଦେଶ, ପାକିସ୍ତାନ, ଇରାନ ଆଦି ଦେଶରେ ମଧ୍ୟ ଦେଖିବାକୁ ମିଳିଥାଆନ୍ତି।

୧୯୭୫ ମସିହାରୁ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଟିକରପଡାରେ ଘରିଆଲ, ମୟୂରଭଞ୍ଜ ଜିଲ୍ଲାର ରାମତୀର୍ଥ ଠାରେ ମଗର, କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ ଲୁଣାପାଣି କୁମ୍ଭୀର ପ୍ରଜନନ ଏବଂ ସଂରକ୍ଷଣ ଯୋଜନା ଚାଲୁରହିଛି। ଏହା ଛଡ଼ା ନନ୍ଦନକାନନରେ ମଧ୍ୟ ଏ‌ହି ତିନି ପ୍ରଜାପତିର କୁମ୍ଭୀର ଦେଖିବାକୁ ମିଳିଥାଏ। ଓଡ଼ିଶା, ଆମ ଦେଶର ଏକ ମାତ୍ର ରାଜ୍ୟ ଯେଉଁଠି ଏହି ତିନି ପ୍ରକାର ଘଡିଆଲ, ମଗର ଓ ଲୁଣାପାଣି କୁମ୍ଭୀର ଦେଖିବାକୁ ମିଳିଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story