ଶୌଚ ପାଇଁ ଯାଇଥିଲେ,ଟାଣିନେଲା କୁମ୍ଭୀର

ଆଳି (ବନମାଳି ସାହୁ): ସାଙ୍ଗମାନଙ୍କ ସହ ଶୌଚ ପାଇଁ ଯାଇଥିବା ବେଳେ ଜଣେ ବାଳକଙ୍କୁ ଟାଣି ନେଲା କୁମ୍ଭୀର। ଏହି ଦୁଃଖଦ ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପରିମକୁନ୍ଦପୁର ଗାଁର। ମୃତ ବାଳକଙ୍କ ନାଁ ରୁଦ୍ର ବେହେରା। ତାଙ୍କୁ ୧୦ ବର୍ଷ ହୋଇଥିଲା। ଗତକାଲି ଅପରାହ୍ଣ ୨ଟା ସମୟରେ ରୁଦ୍ର ତାଙ୍କ ସାଙ୍ଗମାନଙ୍କ ସହିତ ଗାଁ ନିକଟରେ ଥିବା ଖରସ୍ରୋତା ନଦୀ ତୁଠକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ କୁମ୍ଭୀର ଟାଣି […]

ରରରରରରରରରରରରରରରରର

ରରରରରରରରରରରରରରରରର

Tapaswini Nayak
  • Published: Monday, 27 July 2020
  • Updated: 27 July 2020, 08:59 AM IST

Sports

Latest News

ଆଳି (ବନମାଳି ସାହୁ): ସାଙ୍ଗମାନଙ୍କ ସହ ଶୌଚ ପାଇଁ ଯାଇଥିବା ବେଳେ ଜଣେ ବାଳକଙ୍କୁ ଟାଣି ନେଲା କୁମ୍ଭୀର। ଏହି ଦୁଃଖଦ ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପରିମକୁନ୍ଦପୁର ଗାଁର। ମୃତ ବାଳକଙ୍କ ନାଁ ରୁଦ୍ର ବେହେରା। ତାଙ୍କୁ ୧୦ ବର୍ଷ ହୋଇଥିଲା।

ଗତକାଲି ଅପରାହ୍ଣ ୨ଟା ସମୟରେ ରୁଦ୍ର ତାଙ୍କ ସାଙ୍ଗମାନଙ୍କ ସହିତ ଗାଁ ନିକଟରେ ଥିବା ଖରସ୍ରୋତା ନଦୀ ତୁଠକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ତାଙ୍କ ସାଙ୍ଗମାନେ ଏହି କଥା ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ରୁଦ୍ରଙ୍କୁ କିଛି ଘଣ୍ଟା ଖୋଜାଖୋଜି କରିବା ପରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ରାଣୀପୋଖରୀ ଗାଁ ପାଖରୁ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story