ପୁଲିସ୍-ମାଓବାଦୀ ମୁହାଁମୁହିଁ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଛତରଦାଣ୍ଡି ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ମାଓବାଦୀ। ସେମାନଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି। ତେବେ ଅନ୍ଧାରର ସୁଯୋଗ ନେଇ ମାଓବାଦୀମାନେ ଖସିଯିବାରେ ସଫଳ ହୋଇଛନ୍ତି। ବଲାଙ୍ଗିର ଏସ୍‌ପି ନୀତିନ କୁଶଳକରଙ୍କ ସୂଚନା ଅନୁଯାୟୀ, ଛତରଦାଣ୍ଡି ଅଞ୍ଚଳରେ ୫ରୁ ୧୦ ମାଓବାଦୀ ଥିବା ସୂଚନା ପାଇ ଡିଭିଏଫ ଓ ପୁଲିସର ମିଳିତ ଟିମ୍ ଗତକାଲି ରାତିରେ ଅପରେସନ୍ କରିବାକୁ ଯାଇଥିଲା। ପୁଲିସ୍‌କୁ ଦେଖି ମାଓବାଦୀମାନେ ଗୁଳି […]

Naxal

Naxal

Jitendra Garnayak
  • Published: Wednesday, 11 May 2022
  • Updated: 11 May 2022, 08:07 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଛତରଦାଣ୍ଡି ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ମାଓବାଦୀ। ସେମାନଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି। ତେବେ ଅନ୍ଧାରର ସୁଯୋଗ ନେଇ ମାଓବାଦୀମାନେ ଖସିଯିବାରେ ସଫଳ ହୋଇଛନ୍ତି।

ବଲାଙ୍ଗିର ଏସ୍‌ପି ନୀତିନ କୁଶଳକରଙ୍କ ସୂଚନା ଅନୁଯାୟୀ, ଛତରଦାଣ୍ଡି ଅଞ୍ଚଳରେ ୫ରୁ ୧୦ ମାଓବାଦୀ ଥିବା ସୂଚନା ପାଇ ଡିଭିଏଫ ଓ ପୁଲିସର ମିଳିତ ଟିମ୍ ଗତକାଲି ରାତିରେ ଅପରେସନ୍ କରିବାକୁ ଯାଇଥିଲା। ପୁଲିସ୍‌କୁ ଦେଖି ମାଓବାଦୀମାନେ ଗୁଳି କରିଥିଲେ। ପୁଲିସ୍ ବି ଏହାର ଜବାବ ଦେଇଥିଲା। ୧୦ ମିନିଟ୍ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ମାଓବାଦୀମାନେ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲା। ସେମାନେ ବିବିଏମ୍ ଡିଭିଜନର ମାଓବାଦୀ ହୋଇଥିବା ଅନୁମାନ କରାଯାଉଥିବା ଏସ୍‌ପି କହିଛନ୍ତି।

ମାଓବାଦୀମାନେ ଫେରାର ହୋଇଯିବା ପରେ ସେଠାରେ ଥିବା ମାଓ କ୍ୟାମ୍ପରୁ ସେମାନଙ୍କର କିଛି ସାମଗ୍ରୀ ଜବତ କରିଥିଲା ପୁଲିସ୍‌। ମାଓ କ୍ୟାମ୍ପରୁ ତିନୋଟି ଛୁରୀ, ଟର୍ଚ୍ଚ ଲାଇଟ, ଜୋତା, ଚପଲ, ମଗ୍, ଶାର୍ଟ ଏବଂ ପ୍ୟାଣ୍ଟ ଆଦି ଜବତ କରିଛି।

ଛତରଦାଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ କମ୍ବିଂ ଜାରି ରହିଛି। ଦୀର୍ଘ ଦିନ ପରେ ପୁଣି ଥରେ ମାଓବାଦୀ ମାନେ ତୁରେକେଲା ଅଞ୍ଚଳରେ ସକ୍ରିୟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story