ସିଆର୍‌ପିଏଫ୍‌ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡା ସିଆର୍‌ପିଏଫ୍‌ କ୍ୟାମ୍ପରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ତାମିଲନାଡୁ ଅଞ୍ଚଳର ଯବାନ ଏ. କୃପାସ୍ୱାମୀ ନିଜ ସର୍ଭିସ ବନ୍ଧୁକରୁ ମୁଣ୍ଡକୁ ଗୁଳି ମରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନି। କୋମନା ପୋଲିସ୍‌ ସିଆର୍‌ପିଏଫ୍‌ କ୍ୟାମ୍ପରେ ପହଞ୍ଚି ମୃତଦେହ  ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

crpf

Rakesh Mallick
  • Published: Thursday, 03 November 2016
  • , Updated: 03 November 2016, 09:00 PM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡା ସିଆର୍‌ପିଏଫ୍‌ କ୍ୟାମ୍ପରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ତାମିଲନାଡୁ ଅଞ୍ଚଳର ଯବାନ ଏ. କୃପାସ୍ୱାମୀ ନିଜ ସର୍ଭିସ ବନ୍ଧୁକରୁ ମୁଣ୍ଡକୁ ଗୁଳି ମରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନି।

କୋମନା ପୋଲିସ୍‌ ସିଆର୍‌ପିଏଫ୍‌ କ୍ୟାମ୍ପରେ ପହଞ୍ଚି ମୃତଦେହ  ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Related story