ଝାରବେଡ଼ା ଜଙ୍ଗଲରେ କମ୍ୱିଂ ଅପରେସନ୍‌: ବିପୁଳ ବିସ୍ଫୋରକ ଜବତ

ରାଉରକେଲା (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଝାରବେଡ଼ା ଜଙ୍ଗଲରେ ବିଏସ୍‌ଏଫ୍‌ ଓ ଡିଭିଏଫ୍‌ ଯବାନଙ୍କୁ ବଡ଼ ସଫଳତା ମିଳିଛି। କମ୍ୱିଂ ଅପରେସନ୍‌ ବେଳେ ବହୁ ପରିମାଣରେ ବସ୍ଫୋରକ ସାମଗ୍ରୀ ମିଳିଛି। ଏହାଛଡ଼ା ମାଓ ପୋଷାକ, ମାଓ ପୁସ୍ତକ ଓ କିଛି ପାତ୍ର ମଧ୍ୟ ମିଳିଛି। ଏହି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଥିଲା ସ୍ପଷ୍ଟ ହୋଇଛି। ତେଣୁ ଆଗାମୀ ଦିନରେ ଏହି ଅଞ୍ଚଳରେ କମ୍ୱିଂ ଅପରେସନ୍‌କୁ ଜୋରଦାର କରାଯିବ କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି। […]

bsf-solder-seazed-

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 05:52 PM IST

ରାଉରକେଲା (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଝାରବେଡ଼ା ଜଙ୍ଗଲରେ ବିଏସ୍‌ଏଫ୍‌ ଓ ଡିଭିଏଫ୍‌ ଯବାନଙ୍କୁ ବଡ଼ ସଫଳତା ମିଳିଛି। କମ୍ୱିଂ ଅପରେସନ୍‌ ବେଳେ ବହୁ ପରିମାଣରେ ବସ୍ଫୋରକ ସାମଗ୍ରୀ ମିଳିଛି। ଏହାଛଡ଼ା ମାଓ ପୋଷାକ, ମାଓ ପୁସ୍ତକ ଓ କିଛି ପାତ୍ର ମଧ୍ୟ ମିଳିଛି। ଏହି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଥିଲା ସ୍ପଷ୍ଟ ହୋଇଛି। ତେଣୁ ଆଗାମୀ ଦିନରେ ଏହି ଅଞ୍ଚଳରେ କମ୍ୱିଂ ଅପରେସନ୍‌କୁ ଜୋରଦାର କରାଯିବ କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି।

ଝାରବେଡ଼ା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଖବର ପ୍ରକାଶ ପାଇବା ପରେ ଅଞ୍ଚଳରେ ଭୟରେ ବାତାବରଣ ଖେଳିଯାଇଛି। ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।

Related story