ଭୁବନେଶ୍ୱରରେ ବିଜେପି ୱାର୍ଡ ଅଫିସ ଉପରେ ବୋମା ମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୟୁନିଟ ୮ର ଡେଲ୍‌ଟା କଲୋନୀ ନିକଟରେ ଥିବା ଏକ ୱାର୍ଡ ଅଫିସକୁ ଲକ୍ଷ୍ୟ କରି ୩ଟି ବୋମା ମାଡ଼ ହୋଇଛି। ମାତ୍ର ସୌଭାଗ୍ୟବଶତଃ ବୋମାଗୁଡ଼ିକ ଫୁଟି ନାହିଁ। କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଛି।

ଅଭିଯୋଗ ଅନୁସାରେ ସିଲ୍‌ଭର ରଙ୍ଗର ବୁଲେଟ ଓ ପଲସରରେ ୪ ଜଣ ଯୁବକ ଆସି ବୋମା ମାଡ଼ କରି ପଳାଇ ଯାଇଛନ୍ତି। ମାତ୍ର ସେମାନଙ୍କ ପତ୍ତା ମିଳିପାରିନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

ମୁଁ ତୁମକୁ ବହୁତ ମିସ୍‌ କରିବି… ମିଳିଲା ଆଦିତ୍ୟଙ୍କ ସୁଇସାଇଡ୍‌ ନୋଟ୍‌

କାଠଯୋଡ଼ିକୁ ଡେଇଁବାର ଘଣ୍ଟାଏ ଭିତରେ ଉଦ୍ଧାର ହେଲେ ଦୁଇ ଯୁବତୀ, କୂଳରେ ଲାଗିଲା ବେଳେ ….

ରାଜଧାନୀରୁ ୪୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୪ ଲୋକାଲ କେସ୍‌

ପୁଣି ୫୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଗରେ ଗଞ୍ଜାମ

ପୁଣି ୫୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା; ଗଞ୍ଜାମ ଆଗରେ

ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍

୨ବର୍ଷ ଯାଏଁ ଆର୍ଥିକ ଇମର୍ଜେନ୍ସୀ: ନିଯୁକ୍ତି, ଯୋଜନା ଓ ପ୍ରକଳ୍ପ ସବୁ ଠପ୍‌

କେତେ ଝିଅ ତାଙ୍କୁ ନେଇ ସ୍ୱପ୍ନ ଦେଖୁଥିଲେ , କିନ୍ତୁ ସେ ମୋ ହାତ ଧରିଥିଲେ…

ରାଜ୍ୟରେ ଆଉ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ହଜାର ଟପିଲା ସଂଖ୍ୟା

ଆଜିଠୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି, ଗୁଜବକାରୀ କ୍ଷମା ମାଗନ୍ତୁ କହିଲେ ସବ୍ୟସାଚୀ