ଟ୍ରକ ଲୁଟି ନେଉଥିଲେ ଦୁର୍ବୃତ୍ତ, ଧରିଦେଲା GST ବିଭାଗ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି ): ଡ୍ରାଇଭରଙ୍କୁ ମାଡ଼ ମାରି ଟ୍ରକ ଲୁଟ କରୁଥିଲେ ଦୁର୍ବୃତ୍ତ। ରିଫାଇନ ତେଲ ବୋଝେଇ ଏକ ଟ୍ରକ୍‌କୁ ଲୁଟ କରି ଓଡ଼ିଶାରୁ ବିହାର ଅଭିମୁଖେ ଯାଉଥିବା ବେଳେ ଧରିଦେଲା GST ବିଭାଗ।  GST ଫାଙ୍କି ଅଭିଯୋଗରେ ସୋୟାବିନ ତେଲ ବୋଝେଇ ଟ୍ରକ୍‌କୁ ଜବତ କରିବା ପରେ ଜଣାପଡ଼ିଛି ପୂରା ଘଟଣା। ସୂଚନା ଅନୁଯାୟୀ, ଗତ ୯ ତାରିଖରେ ଗୋଟିଏ ୧୪ ଚକିଆ ଟ୍ରକ୍‌ରେ ରିଫାଇନ ତେଲ ବୋଝେଇ ହୋଇ ହଳଦିଆରୁ ଝାରସୁଗୁଡ଼ା ଆସୁଥିଲା। ତେଲକୋଇ ପାଖରେ […]

trukc

trukc

Niharika Rout
  • Published: Friday, 15 January 2021
  • Updated: 15 January 2021, 02:51 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି ): ଡ୍ରାଇଭରଙ୍କୁ ମାଡ଼ ମାରି ଟ୍ରକ ଲୁଟ କରୁଥିଲେ ଦୁର୍ବୃତ୍ତ। ରିଫାଇନ ତେଲ ବୋଝେଇ ଏକ ଟ୍ରକ୍‌କୁ ଲୁଟ କରି ଓଡ଼ିଶାରୁ ବିହାର ଅଭିମୁଖେ ଯାଉଥିବା ବେଳେ ଧରିଦେଲା GST ବିଭାଗ।  GST ଫାଙ୍କି ଅଭିଯୋଗରେ ସୋୟାବିନ ତେଲ ବୋଝେଇ ଟ୍ରକ୍‌କୁ ଜବତ କରିବା ପରେ ଜଣାପଡ଼ିଛି ପୂରା ଘଟଣା।

ସୂଚନା ଅନୁଯାୟୀ, ଗତ ୯ ତାରିଖରେ ଗୋଟିଏ ୧୪ ଚକିଆ ଟ୍ରକ୍‌ରେ ରିଫାଇନ ତେଲ ବୋଝେଇ ହୋଇ ହଳଦିଆରୁ ଝାରସୁଗୁଡ଼ା ଆସୁଥିଲା। ତେଲକୋଇ ପାଖରେ ୨ଟି ଟ୍ରକରେ ୬ ଜଣ ପିଛା କରି ଉକ୍ତ ଟ୍ରକ୍‌କୁ ଅଟକାଇଥିଲେ। ଏହାପରେ  ସେମାନେ ଡ୍ରାଇଭର, ହେଲପରଙ୍କୁ ମାଡ଼ ମାରି ନିଶା ଦେଇ ଗାଡ଼ିରୁ ଫୋପାଡ଼ି ଦେଇଥିଲେ। ଏହାପରେ ନିଜେ ଆଣିଥିବା ୨ଟି ଟ୍ରକ୍‌ରେ ଜିନିଷ ଲୋଡ କରି ନେଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଣା  ଟ୍ରକ୍‌ଟିକୁ ମଧ୍ୟ ନେଇଯାଇଥିଲେ।

ଏହାପରେ ଗୁରୁତର ହୋଇଥିବା ଡ୍ରାଇଭର, ହେଲପର ସ୍ଥାନୀୟ ଲୋକଙ୍କ ସହାୟତରେ ଗତ ୧୦ ତାରିଖରେ ପାଲଲହଡ଼ା ମେଡିକାଲ ଯାଇଥିବା ବେଳେ ୧୧ ତାରିଖରେ ଏନେଇ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ଗତକାଲି କୁଆରମୁଣ୍ଡାରୁ GST ବିଭାଗ ଅଧିକାରୀ ୨ଟି ଟ୍ରକ୍‌କୁ ଜବତ କରି  କାଗଜପତ୍ର ଯାଞ୍ଚ କରିଥିଲେ ।  ଗାଡ଼ିରେ ଖାଇବା ତେଲ ଚୋରା ଚାଲାଣ ହେଉଥିବା ଜାଣି ଗାଡ଼ିକୁ କୁଆଁରମୁଣ୍ଡା ଫାଣ୍ଡିକୁ ହସ୍ତାନ୍ତର କରିଛନ୍ତି।   ଉଭୟ ଟ୍ରକ୍‌ର କାଗଜପତ୍ର ଠିକ୍ ନ ଥିବା ପୁଲିସ୍‌ ସୂଚନା ଦେଇଛି । ଟ୍ରକ୍ ନେଇ ଯାଉଥିବା ୨ ଲୁଟେରାଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି । ଏଥିସହ ଖବର ପାଇ ଆହତ ଡ୍ରାଇଭର, ହେଲପର ଓ ଗାଡ଼ି ମାଲିକ କୁଆରମୁଣ୍ଡା ଫାଣ୍ଡିରେ ପହଞ୍ଚିଥିବା ଜଣାଯାଇଛି।  କୁଆଁରମୁଣ୍ଡା ପୋଲିସ ଓ ଜିଏସ୍‌ଟି ବିଭାଗ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story