‘ବଞ୍ଚିଲେ ତ ପରୀକ୍ଷା ଦେବୁ, ଆଗ ଆମ ଜୀବନ, ପରେ... ’

କଟକ(ଓଡ଼ିଶା ରିପୋର୍ଟର): ‘ଆଗ ଆମ ଜୀବନ, ତା’ ପରେ ପରୀକ୍ଷା । ବଞ୍ଚିଲେ ତ ପରୀକ୍ଷା ଦେବୁ । ପରୀକ୍ଷା ଦେବାକୁ ଆମେ ପ୍ରସ୍ତୁତ କିନ୍ତୁ ପ୍ରଥମେ ଆମ ଜୀବନ ସୁରକ୍ଷାର ଗ୍ୟାରେଣ୍ଟି ଦିଆଯାଉ । ପରୀକ୍ଷା ଦେବା ନିମନ୍ତେ ସହଜ, ସୁବିଧା, ସୁରକ୍ଷିତ ଉପାୟ ବାହାର କଲେ ପରୀକ୍ଷା ଦେବୁ, ନଚେତ ଏହାକୁ ବର୍ଜନ କରୁଛୁ। ’ ଏପରି କହି ଆଜି କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଗର୍ଜିଛନ୍ତି  କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ। କଟକ […]

exam

exam

Niharika Rout
  • Published: Thursday, 07 July 2022
  • Updated: 07 July 2022, 03:02 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ‘ଆଗ ଆମ ଜୀବନ, ତା’ ପରେ ପରୀକ୍ଷା । ବଞ୍ଚିଲେ ତ ପରୀକ୍ଷା ଦେବୁ । ପରୀକ୍ଷା ଦେବାକୁ ଆମେ ପ୍ରସ୍ତୁତ କିନ୍ତୁ ପ୍ରଥମେ ଆମ ଜୀବନ ସୁରକ୍ଷାର ଗ୍ୟାରେଣ୍ଟି ଦିଆଯାଉ । ପରୀକ୍ଷା ଦେବା ନିମନ୍ତେ ସହଜ, ସୁବିଧା, ସୁରକ୍ଷିତ ଉପାୟ ବାହାର କଲେ ପରୀକ୍ଷା ଦେବୁ, ନଚେତ ଏହାକୁ ବର୍ଜନ କରୁଛୁ। ’ ଏପରି କହି ଆଜି କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଗର୍ଜିଛନ୍ତି  କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ।

କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଏକାଧିକ ଶିକ୍ଷକ କରୋନା ପଜିଟିଭ ବାହାରିବା ପରେ ପରୀକ୍ଷା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ । ଆଜି ୫ମ ତଥା ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଲେବର ଲ’ ପେପର ପରୀକ୍ଷା ଥିଲା । ଆଜି ସାଢେ ୧୦ ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ତେବେ ଏକଧିକ ଶିକ୍ଷକ କରୋନା ପଜିଟିଭ ବାହାରିବା ଜଣାପଡିବା ପରେ ପରେ ଛାତ୍ରଛାତ୍ରୀମାନେ ଅନ୍ୟତ୍ର ପରୀକ୍ଷା କରିବା ସହ ଅନଲାଇନ୍‌ ପରୀକ୍ଷା କରିବା ପାଇଁ ଦାବି କରିଛନ୍ତି । ଏଥିସହ ସେମାନେ ପରୀକ୍ଷା ବର୍ଜନ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ,  ୩ ଦିନ ତଳେ ୩ ପରୀକ୍ଷା ନିରୀକ୍ଷକ ପଜିଟି ବାହାରିଥିଲେ । ଗତ କାଲି ଆଉ ତିନି ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବହୁ ଜଣ ପଜିଟିଭ ଚିହ୍ନଟ ହେବା ପରେ ବି ଆସି ପରୀକ୍ଷା କେନ୍ଦ୍ରରେ ଦାୟିତ୍ୱ ତୁଲାଉଛନ୍ତି। ତେଣୁ ଆମେ ଆଉ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ପାରିବୁ ନାହିଁ ।

ଏନେଇ ଅମ୍ରିତା ମିଶ୍ର ନାମ୍ନୀ ଲ’ ଛାତ୍ରୀ କହିଛନ୍ତି, ଆମ କଲେଜର ୬ ଜଣ ପ୍ରଫେସର ପଜିଟିଭ ଅଛନ୍ତି । ସିଏମସି ରିପୋର୍ଟ ଆମ ପାଖରେ ଅଛି। ଆମେ ପରୀକ୍ଷା ଦେବାକୁ ପ୍ରସ୍ତୁତ। ହେଲେ ଆମ ସୁରକ୍ଷା ପାଇଁ କିଛି ଅଲଗା ବାଟ ବାହାର କରନ୍ତୁ । କିନ୍ତୁ କଲେଜ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ନ କରି କଲେଜରେ ହିଁ ପରୀକ୍ଷା ଦିଅ ବୋଲି ଆମକୁ ଧମକ ଦେଉଛନ୍ତି । କୋଭିଡ ପଜିଟିଭଙ୍କ ସହ ଗୋଟିଏ ରୁମ୍‌ରେ ବସି ପରୀକ୍ଷା ଦେବା ଅସମ୍ଭବ  ।  ଆମ ସେଣ୍ଟର ଚେଞ୍ଜ କର, ନଚେତ ଅନଲାଇନ୍‌ କର । ପରୀକ୍ଷା କ’ଣ ଜୀବନଠୁ ବଡ଼ ।

କଲେଜ କର୍ତ୍ତୃପକ୍ଷ ଘଟଣାର ସମାଧାନ କରୁ ନ ଥିବା ବେଳେ ଅପରାହ୍ନ ସାଢେ ୧ଟା ସୁଦ୍ଧା ପରୀକ୍ଷା ଦେଲେ ସମ୍ପୂର୍ଣ୍ଣ ବ୍ୟାଚ ଅନୁପସ୍ଥିତ ବୋଲି ରିପୋର୍ଟ ପଠାଇ ଦେବାକୁ ଧମକ ଦେଉଥିବା ଛାତ୍ରଛାତ୍ରୀ କହୁଛନ୍ତି। ତେବେ ଏଥିପ୍ରତି ଖାତିର ନ କରି ପରୀକ୍ଷା ବର୍ଜନ ସହ ଘଟଣାର ତୁରନ୍ତ ସମାଧାନ ସେମାନେ ଦାବି କରିଛନ୍ତି।ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story