ଯୁବ ବିଲ୍‌ଡରଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କଲେ ଦୁର୍ବୃତ୍ତ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ରକ୍ତର ହୋଲି ଖେଳିଲେ ଦୁର୍ବୃତ୍ତ। ସତ୍ୟନଗରର ମାଟି ରକ୍ତ ରଞ୍ଜିତ ହେଲା। ବିଲ୍‌ଡରଙ୍କୁ ନିଜ ପ୍ଲଟ୍‌ରେ ଅତି ବୀଭତ୍ସ ଭାବେ ହାଣି ମୁଣ୍ଡ ଗଣ୍ଡି ଅଲଗା କଲେ ଦୁର୍ବୃତ୍ତ। ଆଜି ସନ୍ଧ୍ୟା ବେଳେ ଏପରି ନୃଶଂସ ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲା ରେମୁଣା ଗୋଲେଇ-ବାଲଗୋପାଲପୁରଠାରୁ ୧୦୦ ମିଟର ଦୂରରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶିଳ୍ପାଞ୍ଚର ଥାନା ଗଣେଶ୍ୱରପୁର ଗାଁର ରମେଶ ବେହେରା ଓରଫ ନୁନୁ ଜଣେ […]

Ramesh Behera

Ramesh Behera

Manoranjan Sial
  • Published: Saturday, 28 August 2021
  • Updated: 28 August 2021, 11:20 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ରକ୍ତର ହୋଲି ଖେଳିଲେ ଦୁର୍ବୃତ୍ତ। ସତ୍ୟନଗରର ମାଟି ରକ୍ତ ରଞ୍ଜିତ ହେଲା। ବିଲ୍‌ଡରଙ୍କୁ ନିଜ ପ୍ଲଟ୍‌ରେ ଅତି ବୀଭତ୍ସ ଭାବେ ହାଣି ମୁଣ୍ଡ ଗଣ୍ଡି ଅଲଗା କଲେ ଦୁର୍ବୃତ୍ତ। ଆଜି ସନ୍ଧ୍ୟା ବେଳେ ଏପରି ନୃଶଂସ ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲା ରେମୁଣା ଗୋଲେଇ-ବାଲଗୋପାଲପୁରଠାରୁ ୧୦୦ ମିଟର ଦୂରରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଶିଳ୍ପାଞ୍ଚର ଥାନା ଗଣେଶ୍ୱରପୁର ଗାଁର ରମେଶ ବେହେରା ଓରଫ ନୁନୁ ଜଣେ ବଲ୍‌ଡର। ସେ ରେମୁଣା ଗୋଲେଇ-ବାଲଗୋପାଲପୁର ବାଇପାସ୍ ରାସ୍ତା ଅଚ୍ୟୁତପୁର ଗାଁରେ ପାଖଥିବା ସତ୍ୟନଗରରେ ପ୍ଲଟ କିଣିଥିଲେ। ଆଜି ସନ୍ଧ୍ୟା ବେଳେ ସେଠାରେ ଥିଲେ। ଠିକ୍‌ ଏହି ସମୟରେ କେତେକ ଯୁବକ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ। ତା’ପରେ ତାଙ୍କୁ ଅତି ନୃଶଂସ ଭାବେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ଦୁର୍ବୃତ୍ତମାନେ ତାକୁ ହାଣି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲେ। ରକ୍ତର ହୋଲି ଖେଳିବା ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ମାତ୍ର ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଜମିଜମା କିମ୍ୱା ପୂର୍ବଶତ୍ରୁତାରୁ ହାଣିଥିବା ଅନୁମାନ କରାଯାଉଛି।

ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ। ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ  ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story