ସୁନା ଚାଲାଣର ନୂଆ ଫର୍ମୁଲା: କ୍ୟାପସୁଲ୍‌ରେ ପୂରାଇ ମଳଦ୍ୱାରରେ ଲୁଚାଇଥିଲେ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ଧରାପଡିଲା ସୁନା। ଏଥର ପାଉଡର ଫର୍ମରେ ସୁନାକୁ ପେଷ୍ଟ ଭଳି କରି ୪ଟି କ୍ୟାପସୁଲ କରାଯାଇଥିଲା। ଏସବୁକୁ ପରେ ମଳଦ୍ୱାରରେ ଲୁଚାଇ ଆଣୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରାପଡି ଥିଲେ। ପାଉଡର ଫର୍ମରେ ଥିବା ସୁନାକୁ ପରେ ଲାବ୍ରୋଟାରୀରେ ତରଳାଇବା ପରେ ସୁନା ମିଲିଥିଲା। ମିଳିଥିବା ସୁନାର ଓଜନ ପ୍ରାୟ ୩୫୫ଗ୍ରାମ। ଯାହାର ମୂଲ୍ୟ ୧୧ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି।
ସୁନାକୁ ଲୁଚାଇ ଆଣୁଥିବା ବ୍ୟକ୍ତି ଜଣଙ୍କ କେରଳର। ସେ ବ୍ୟାଙ୍କକରୁ ଏୟାର ଇଣ୍ଡିଆରେ ଭୁବନେଶ୍ୱର ଆସିଥିଲେ। ତେବେ ବିମାନବନ୍ଦରରେ ପହଞ୍ଚିବା ପରେ କଷ୍ଟମ ଅଧିକାରୀ ହାତରେ ଧରାପଡିଥିଲେ। ପୂର୍ବରୁ ମଧ୍ୟ ଭୁବନେଶ୍ୱର ବିମାନ ବନ୍ଦରରୁ ଅନେକ ଥର ସୁନା ଜବତ ହୋଇଛି।
ଭୁବନେଶ୍ୱର ବିମାନବନ୍ଦର ଆନ୍ତର୍ଜତୀୟ ମାନ୍ୟତା ପାଇବା ପରେ ଏଭଳି ଅଭିନବ ଉପାୟରେ ସୁନା ତସ୍କରୀରର ପର୍ଦ୍ଦାଫାଶ ହେବାରା ଲାଗଛି। ଏଠାରୁ ସିଧାଶଳଖ ବିଦେଶକୁ ବିମାନ ଉଡାଣ ଆରମ୍ଭ ହୋଇଥିବାରୁ ଏହାର ସୁଯୋଗ ନେଇ ସୁନା ତସ୍କର ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହୋଇଛି। ତା ହେଲେ ଆସନ୍ତୁ ଜାଣିବା ପୂର୍ବରୁ କେଉଁ ଉପାୟରେ ଏଭଳି ସୁନା ଚାଳାଣ ଯୋଜନା କରାଯାଇଛି।
Ordigital Desk
• Published: Thursday, 14 June 2018
• Updated: 14 June 2018, 09:12 PM IST
Sports
Latest News
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ଧରାପଡିଲା ସୁନା। ଏଥର ପାଉଡର ଫର୍ମରେ ସୁନାକୁ ପେଷ୍ଟ ଭଳି କରି ୪ଟି କ୍ୟାପସୁଲ କରାଯାଇଥିଲା। ଏସବୁକୁ ପରେ ମଳଦ୍ୱାରରେ ଲୁଚାଇ ଆଣୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରାପଡି ଥିଲେ। ପାଉଡର ଫର୍ମରେ ଥିବା ସୁନାକୁ ପରେ ଲାବ୍ରୋଟାରୀରେ ତରଳାଇବା ପରେ ସୁନା ମିଲିଥିଲା। ମିଳିଥିବା ସୁନାର ଓଜନ ପ୍ରାୟ ୩୫୫ଗ୍ରାମ। ଯାହାର ମୂଲ୍ୟ ୧୧ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି।
ସୁନାକୁ ଲୁଚାଇ ଆଣୁଥିବା ବ୍ୟକ୍ତି ଜଣଙ୍କ କେରଳର। ସେ ବ୍ୟାଙ୍କକରୁ ଏୟାର ଇଣ୍ଡିଆରେ ଭୁବନେଶ୍ୱର ଆସିଥିଲେ। ତେବେ ବିମାନବନ୍ଦରରେ ପହଞ୍ଚିବା ପରେ କଷ୍ଟମ ଅଧିକାରୀ ହାତରେ ଧରାପଡିଥିଲେ। ପୂର୍ବରୁ ମଧ୍ୟ ଭୁବନେଶ୍ୱର ବିମାନ ବନ୍ଦରରୁ ଅନେକ ଥର ସୁନା ଜବତ ହୋଇଛି।
ଭୁବନେଶ୍ୱର ବିମାନବନ୍ଦର ଆନ୍ତର୍ଜତୀୟ ମାନ୍ୟତା ପାଇବା ପରେ ଏଭଳି ଅଭିନବ ଉପାୟରେ ସୁନା ତସ୍କରୀରର ପର୍ଦ୍ଦାଫାଶ ହେବାରା ଲାଗଛି। ଏଠାରୁ ସିଧାଶଳଖ ବିଦେଶକୁ ବିମାନ ଉଡାଣ ଆରମ୍ଭ ହୋଇଥିବାରୁ ଏହାର ସୁଯୋଗ ନେଇ ସୁନା ତସ୍କର ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହୋଇଛି। ତା ହେଲେ ଆସନ୍ତୁ ଜାଣିବା ପୂର୍ବରୁ କେଉଁ ଉପାୟରେ ଏଭଳି ସୁନା ଚାଳାଣ ଯୋଜନା କରାଯାଇଛି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos