ନକଲି ପ୍ରତି ସାବଧାନ, କଟକରେ ଜାରି ରହିଛି ଚଢ଼ାଉ

କଟକ(ଓଡ଼ିଶା ରିପୋର୍ଟର): ଗତ ଦେଢ ମାସରେ କଟକ ସହରରେ ପୁଲିସ  ଏବଂ ସିଏମସି ଟିମ ମିଳିତଭାବେ ବିଭିନ୍ନ କାରଖାନା ଓ ଗୋଦାମ ଉପରେ  ଚଢ଼ଉ ଜାରି ରଖିଛନ୍ତି। ଏହି ଚଡାଉ ପରେ ସାମ୍ନାକୁ ଆସିଛି ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ।  ସେ ଘିଅ ହେଉ ବା ସସ୍‌।  ନଚେତ ହଲଦୀ ହେଉ ବା ଲଙ୍କା ଗୁଣ୍ଡ ।  ସବୁ କିଛି ଭେଜାଲ କରି ବିଭିନ୍ନ ପ୍ରକାରର ବ୍ରାଣ୍ଡରେ ମାର୍କେଟକୁ ଛାଡୁଛନ୍ତି ଅସାଧୁ ବ୍ୟବସାୟୀ । […]

7909

7909

Tapas Behera
  • Published: Wednesday, 02 December 2020
  • Updated: 02 December 2020, 05:39 PM IST

କଟକ(ଓଡ଼ିଶା ରିପୋର୍ଟର): ଗତ ଦେଢ ମାସରେ କଟକ ସହରରେ ପୁଲିସ  ଏବଂ ସିଏମସି ଟିମ ମିଳିତଭାବେ ବିଭିନ୍ନ କାରଖାନା ଓ ଗୋଦାମ ଉପରେ  ଚଢ଼ଉ ଜାରି ରଖିଛନ୍ତି। ଏହି ଚଡାଉ ପରେ ସାମ୍ନାକୁ ଆସିଛି ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ।  ସେ ଘିଅ ହେଉ ବା ସସ୍‌।  ନଚେତ ହଲଦୀ ହେଉ ବା ଲଙ୍କା ଗୁଣ୍ଡ ।  ସବୁ କିଛି ଭେଜାଲ କରି ବିଭିନ୍ନ ପ୍ରକାରର ବ୍ରାଣ୍ଡରେ ମାର୍କେଟକୁ ଛାଡୁଛନ୍ତି ଅସାଧୁ ବ୍ୟବସାୟୀ ।  ଏହା ଉପରେ ସଂମ୍ପୃର୍ଣ୍ଣ ରୋକ ଲଗାଇବା ପାଇଁ ଏବେ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ ।

ଉଭୟ ଜିଲ୍ଲା ଓ ସିଏମସି ସ୍ତରରେ ଜିଲ୍ଲାପାଳ ଗଠନ କରିଛନ୍ତି ୧୦ଟି ସ୍କ୍ୱାର୍ଡ ଟିମ।  ୬ଟି ଜିଲ୍ଲା ସ୍ତରରେ ଓ ୪ଟି ସି.ଏମ.ସି ସ୍ତରରେ କାର୍ଯ୍ୟ କରିବ। ଏହି ଟିମ ପ୍ରଡକ୍ସନ ୟୁନିଟ କେତେଟି ରହିଛି ?  ଲାଇସେନ୍ସ ମିଲିଛି କି ନାହିଁ ?  ଯଦି ମିଳିଛି କେଉଁ ମାନର ସାମଗ୍ରୀ ପ୍ରସ୍ତୁତ ହେଉଛି ସେ ସବୁର ଯାଞ୍ଚ କରିବ ଟିମ ।

କଟକର ମାଲଗୋଦାମରେ ପ୍ରଥମେ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଠାବ କରିଥିଲା କମିଶନରେଟ ପୋଲିସ । ଏହାପରେ ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଅପମିଶ୍ରଣ ଓ ନକଲି ଖାଦ୍ୟ ସାମଗ୍ରୀର ଚେର ଲମ୍ୱିଥିଲା । ଯାହା ମାଲଗୋଦାମ ଠାରୁ ଆରମ୍ଭ କରି ଜଗତପୁର, ଏପିରିକି ସଦର ଅଞ୍ଚଳ ଯାଏଁ ଲମ୍ୱିଥିଲା । ଏଥିମଧ୍ୟରୁ ଜଗତପୁର, ଚୌଦ୍ୱାର ଓ ମାଲୋଗାଦମରୁ ନକଲି ସାମଗ୍ରୀର ପରୀକ୍ଷା ରିର୍ପୋଟରେ ଅପମିଶ୍ରିତ ହୋଇଥିବା ଜଣାପଡିଥିବା କହିଛନ୍ତି ଏସପି ଜୋନ ୧ । ଆଗକୁ ମଧ୍ୟ ଏହି ଚଢ଼ାଉ ପକ୍ରିୟା ଜାରି  ରଖାଯିବ । ସ୍କ୍ୱାର୍ଡ ଟିମ ସହିତ ପୁଲିସ ମଧ୍ୟ ପ୍ରତି ୧୫ ଦିନ ଥିରେ ଏହାର ସମୀକ୍ଷା କରିବ ବୋଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story