କଟକ-ଭୁବନେଶ୍ୱର ‘ଲେନ୍ ଡ୍ରାଇଭିଂ’ ହେବ ବାଧ୍ୟତାମୂଳକ: ଡିଜିପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁର୍ଘଟଣା ଘଟଣା ହ୍ରାସ ପାଇଁ ‘ଲେନ୍ ଡ୍ରାଇଭିଂ’ ପ୍ରାବଧାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ପୁଲିସ୍ ଡିଜିଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱର ସହରରେ ଏହି ‘ଲେନ୍ ଡ୍ରାଇଭିଂ’ କାର୍ଯ୍ୟକାରୀ କରି ତା’ର ଏକ ରିପୋର୍ଟ ଦେଲେ ସୁପ୍ରିମକୋର୍ଟଙ୍କୁ ସେନେଇ ଅବଗତ କରାଯିବ ବୋଲି ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି। ରାଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଗତକାଲି ପୁଲିସ […]

road

road

Manoranjan Sial
  • Published: Tuesday, 08 September 2020
  • Updated: 08 September 2020, 10:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁର୍ଘଟଣା ଘଟଣା ହ୍ରାସ ପାଇଁ ‘ଲେନ୍ ଡ୍ରାଇଭିଂ’ ପ୍ରାବଧାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ପୁଲିସ୍ ଡିଜିଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱର ସହରରେ ଏହି ‘ଲେନ୍ ଡ୍ରାଇଭିଂ’ କାର୍ଯ୍ୟକାରୀ କରି ତା’ର ଏକ ରିପୋର୍ଟ ଦେଲେ ସୁପ୍ରିମକୋର୍ଟଙ୍କୁ ସେନେଇ ଅବଗତ କରାଯିବ ବୋଲି ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି।

ରାଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଗତକାଲି ପୁଲିସ ଡିଜି ଅଭୟଙ୍କୁ ଚିଠି ଲେଖି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ୨୦୧୭ ଜୁଲାଇ ୨୩ତାରିଖରେ ଲେନ୍ ଡ୍ରାଇଭିଂର ବାଧ୍ୟତାମୂଳକ କାର୍ଯ୍ୟକାରୀ ନିମନ୍ତେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ। ୨୦୧୯ ମସିହାରେ ରାଜ୍ୟରେ ୧୦୪୦ଟି ରାସ୍ତା ଦୁର୍ଘଟଣା କେବଳ ରଙ୍ଗ୍ ସାଇଡରେ ଗାଡ଼ି ଚାଳନା ଯୋଗୁ ହୋଇଛି ଓ ଏଥିରେ ୪୪୫ଜଣ ଲୋକ ପ୍ରାଣ ହରାଇଛନ୍ତି। ତେଣୁ ମୋଟର ଯାନ(ଡ୍ରାଇଭିଂ) ନିୟମାବଳୀ-୨୦୧୭ର ଧାରା-୬ ପ୍ରାବଧାନରେ ‘ଲେନ୍ ଡ୍ରାଇଭିଂ’ ନିୟମକୁ କଡ଼ାକଡ଼ି ପାଳନ କରି ରାଜ୍ୟରେ ଦୁର୍ଘଟଣାକୁ ହ୍ରାସ କରିହେବ।

ଦୁର୍ଘଟଣାକୁ ହ୍ରାସ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ଅନୁପାଳନ ଓ ଟ୍ରାଫିକ ଜାମକୁ ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱରର କମିଶନରେଟପୁଲିସ୍ ଅଂଚଳରେ ‘ଲେନ୍ ଡ୍ରାଇଭିଂ’ ନିୟମକୁ କାର୍ଯ୍ୟକାରୀ ନିମନ୍ତେ ପୁଲିସ ଡିଜିଙ୍କୁ ଗତକାଲି ଶ୍ରୀ ପାଢ଼ୀ କହିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱର ଓ କଟକ ସହରରେ ଏବେବି ୬୦ ପ୍ରତିଶତରୁ ଅଧିକ ଅଂଚଳରେ ରାସ୍ତାର ଦୁଇକଡ଼ରେ ପଥଚାରୀଙ୍କ ପାଇଁ ପାଦଚଲା ମାର୍ଗ ହୋଇନଥିବା ଓ ଅବାପୁଣି ଅଧିକାଂଶ ସ୍ଥାନ ଜବରଦଖଲରେ ଥିବା ‘ଲେନ୍ ଡ୍ରାଇଭିଂ’କୁ ପୁଲିସ କିଭଳି କାର୍ଯ୍ୟକାରୀ କରିବ ତାକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story