କଟକ: ଚିଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଶୋଭାଯାତ୍ରା

କଟକ: ଚିଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ କଟକରେ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି । ରେଭେନ୍ସା କଲେଜ୍ ଛକରୁ ବାହାରି ଚିଟଫଣ୍ଡ ତଦନ୍ତ କମିଶନ ଅଫିସ୍ ଅଭିମୁଖେ ରାଲି କରାଯାଇଛି। ମଞ୍ଚର ପରାମର୍ଶଦାତା ସୌମ୍ୟରଂଜନ ପଟ୍ଟନାୟକ ଓ ରବି ଦାସ ରାଲିରେ ଯୋଗ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଆଖିରେ ରଖି ଚିଟପଣ୍ଡ ତଦନ୍ତ କମିଶନ ଅଫିସକୁ ରାସ୍ତା ବନ୍ଦ କରାଯାଇଛି। ୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ରାଜ୍ୟର ବିଭିନ୍ନ ବ୍ଲକରେ ମଞ୍ଚ ପକ୍ଷରୁ ରାଲି କରାଯାଇଥିଲା। […]

cuttack,rali

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 06:46 AM IST

କଟକ: ଚିଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ କଟକରେ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି । ରେଭେନ୍ସା କଲେଜ୍ ଛକରୁ ବାହାରି ଚିଟଫଣ୍ଡ ତଦନ୍ତ କମିଶନ ଅଫିସ୍ ଅଭିମୁଖେ ରାଲି କରାଯାଇଛି। ମଞ୍ଚର ପରାମର୍ଶଦାତା ସୌମ୍ୟରଂଜନ ପଟ୍ଟନାୟକ ଓ ରବି ଦାସ ରାଲିରେ ଯୋଗ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଆଖିରେ ରଖି ଚିଟପଣ୍ଡ ତଦନ୍ତ କମିଶନ ଅଫିସକୁ ରାସ୍ତା ବନ୍ଦ କରାଯାଇଛି। ୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ରାଜ୍ୟର ବିଭିନ୍ନ ବ୍ଲକରେ ମଞ୍ଚ ପକ୍ଷରୁ ରାଲି କରାଯାଇଥିଲା। ତେବେ ଆଜି ବିଭିନ୍ନ ଜିଲ୍ଲାରୁ କ୍ଷତିଗ୍ରସ୍ତ ଜମାକାରୀ ରାଲିରେ ଯୋଗ ଦେଇଛନ୍ତି।

Related story