କଟକ: ମାଲଗୋଦାମ ଥାନା ପରିସରରୁ ଅଜଗର ଉଦ୍ଧାର

କଟକ: କଟକ ମାଲଗୋଦାମ ଥାନା ପରିସରରୁ ଆଜି ସକାଳେ ଏକ ୮ ଫୁଟ୍‌ ଲମ୍ୱର ଅଜଗର ସାପ ଉଦ୍ଧାର କରାଯାଇଛି। ଅଜଗରଟି ଥାନା ପରିସରରେ ଥିବା କର୍ମଚାରୀମାନେ ଦେଖିବା ପରେ ସ୍ନେକ ହେଲପ୍‌ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ। ସ୍ନେକ ହେଲପ୍‌ ଲାଇନ୍‌ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ୍‌ ସାପଟିକୁ ଉଦ୍ଧାର କରିଥିଲେ। ତେବେ ଏତେ ବଡ଼ ସାପ କେମିତି ଆସିଲା ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ctc

Rakesh Mallick
  • Published: Friday, 05 August 2016
  • , Updated: 05 August 2016, 10:00 AM IST

କଟକ: କଟକ ମାଲଗୋଦାମ ଥାନା ପରିସରରୁ ଆଜି ସକାଳେ ଏକ ୮ ଫୁଟ୍‌ ଲମ୍ୱର ଅଜଗର ସାପ ଉଦ୍ଧାର କରାଯାଇଛି। ଅଜଗରଟି ଥାନା ପରିସରରେ ଥିବା କର୍ମଚାରୀମାନେ ଦେଖିବା ପରେ ସ୍ନେକ ହେଲପ୍‌ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ।

ସ୍ନେକ ହେଲପ୍‌ ଲାଇନ୍‌ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ୍‌ ସାପଟିକୁ ଉଦ୍ଧାର କରିଥିଲେ। ତେବେ ଏତେ ବଡ଼ ସାପ କେମିତି ଆସିଲା ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

Related story