ମାଲଗୋଦାମରେ ୨ଟି ପର୍ଯ୍ୟାୟରେ ହେବ ବ୍ୟବସାୟ

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ କଟକ ମାଲଗୋଦାମରେ ୨ଟି ପର୍ଯ୍ୟାୟରେ ହେବ ବ୍ୟବସାୟ। ପ୍ରଥମ ପର୍ଯ୍ୟାୟରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ରିଟେଲ ବ୍ୟବସାୟ ହେବ। ଦିନ ୧୨ଟାଠାରୁ ମାଲଗୋଦାମରେ ହୋଲସେଲ୍‌ ବ୍ୟବସାୟ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ହୋଲସେଲ ବ୍ୟବସାୟୀ ଥିବା ପର୍ଯ୍ୟନ୍ତ ବିକ୍ରି ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି କଟକ ଚାମ୍ପର୍ସ ଅଫ୍‌ କମର୍ସ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ। ଆଗାମୀ ୨୦ରୁ ୨୫ ଦିନ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ଥିବା […]

vegitable-market

vegitable-market

Manoranjan Sial
  • Published: Monday, 23 March 2020
  • Updated: 23 March 2020, 09:32 PM IST

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ କଟକ ମାଲଗୋଦାମରେ ୨ଟି ପର୍ଯ୍ୟାୟରେ ହେବ ବ୍ୟବସାୟ। ପ୍ରଥମ ପର୍ଯ୍ୟାୟରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ରିଟେଲ ବ୍ୟବସାୟ ହେବ। ଦିନ ୧୨ଟାଠାରୁ ମାଲଗୋଦାମରେ ହୋଲସେଲ୍‌ ବ୍ୟବସାୟ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ହୋଲସେଲ ବ୍ୟବସାୟୀ ଥିବା ପର୍ଯ୍ୟନ୍ତ ବିକ୍ରି ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି କଟକ ଚାମ୍ପର୍ସ ଅଫ୍‌ କମର୍ସ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ। ଆଗାମୀ ୨୦ରୁ ୨୫ ଦିନ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ଥିବା ସେ କହିଛନ୍ତି।

ରାଜ୍ୟରେ ଦ୍ୱିତୀୟ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି। ସୁରକ୍ଷାକୁ ଦେଖି ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୪ ଜିଲ୍ଲାରେ ନକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପରିକି ଆସନ୍ତାକାଲିଠାରୁ ଟ୍ରେନ୍‌ ଓ ବସ ଚଳାଚଳ ବନ୍ଦ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିନା କାରଣରେ ଘରୁ ନବାହାରିବାକୁ ତାଗିଦ କରାଯାଉଛି। ଯେଉଁଥିପାଇଁ ଆଜି ଭଦ୍ରକ ଓ କଟକରେ କିଛି ବାଇକ୍‌ ଚାଳକଙ୍କୁ ଫାଇନ୍‌ କରାଯାଇଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story