ଘରୁ ଡାକିନେଇ ମାରିଦେଲେ

Ordigital Desk
  • Published: Friday, 06 April 2018
  • , Updated: 06 April 2018, 07:33 AM IST
<p>କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ କଜଳପୁର ଗାଁରେ ଯୁବକଙ୍କୁ ଘରୁ ଡାକି ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ କାନ୍ଦୁରା ଭୋଇ। ଅଭିଯୁକ୍ତକୁ ଗିରଫ ଦାବିରେ ଗୋବିନ୍ଦପୁର-କଟକ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ଫଳରେ ଗାଡିମୋଟର ରାସ୍ତାରେ ଅଟକି ରହିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।</p>

Related story