ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ନରସିଂହପୁର ବନ୍ଦ

କଟକ: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଯୁବ ସଙ୍ଗଠନ ପକ୍ଷରୁ ଆଜି କଟକ ଜିଲ୍ଲା  ନରସିଂହପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।  ସଙ୍ଗଠନ ପକ୍ଷରୁ କଟକ- ନରସିଂହପୁର ମୁଖ୍ୟ ରାସ୍ତାର ପଞ୍ଚମୁହିଁ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ ଚଳାଚଳ ବନ୍ଦ ରହିଛି। ସୂଚନାଯୋଗ୍ୟ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଗତ ୧୦ ଦିନ ଧରି ଯୁବ ସଙ୍ଗଠନ ପକ୍ଷରୁ ତହସିଲ ଅଫିସ୍‌ ଆଗରେ ଧାରଣା ଦିଆଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ […]

narsingpur

Rakesh Mallick
  • Published: Thursday, 29 September 2016
  • , Updated: 29 September 2016, 11:51 AM IST

କଟକ: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଯୁବ ସଙ୍ଗଠନ ପକ୍ଷରୁ ଆଜି କଟକ ଜିଲ୍ଲା  ନରସିଂହପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।  ସଙ୍ଗଠନ ପକ୍ଷରୁ କଟକ- ନରସିଂହପୁର ମୁଖ୍ୟ ରାସ୍ତାର ପଞ୍ଚମୁହିଁ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ ଚଳାଚଳ ବନ୍ଦ ରହିଛି।

ସୂଚନାଯୋଗ୍ୟ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଗତ ୧୦ ଦିନ ଧରି ଯୁବ ସଙ୍ଗଠନ ପକ୍ଷରୁ ତହସିଲ ଅଫିସ୍‌ ଆଗରେ ଧାରଣା ଦିଆଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଦାବି ପୂରଣ ନ ହେବାରୁ ଆଜି ସଙ୍ଗଠନ ରାସ୍ତାକୁ ଓହ୍ଲାଇଛି।

Related story