କୀଟପତଙ୍ଗଙ୍କୁ ଡାକୁଛି ସୌରଶକ୍ତି ଆଲୋକ ଯନ୍ତା

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠାରେ ଧାନ ସମେତ ଅନ୍ୟାନ୍ୟ ପନି ପରିବା ଚାଷ ହୋଇଥାଏ। ଚାଷୀ ବିଚରା ଦିନ ରାତି ଏକ କରି ଚାଷ କରିଥାଏ। ହେଲେ କୀଟ ପତଙ୍ଗମାନେ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲକୁ ନଷ୍ଟ କରିପକାଏ। ଯେଉଁଥିପାଇଁ ଚାଷୀ ବିଚରା କିଛି ଉପାୟ ନପାଇ କୀଟନାଶକ ବା କ୍ୟାମିକାଲ୍‌ ବ୍ୟବହାର କରିଥାଏ। ଯାହାଦ୍ୱାରା ଫସଲ ବିଷାକ୍ତ ହେବା ସହିତ ମଣିଷ ଶରୀର ପକ୍ଷେ କ୍ଷତିକାରଣ। ଏହା ଜାଣି […]

nrri

nrri

Manoranjan Sial
  • Published: Tuesday, 02 March 2021
  • Updated: 02 March 2021, 07:59 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଏଠାରେ ଧାନ ସମେତ ଅନ୍ୟାନ୍ୟ ପନି ପରିବା ଚାଷ ହୋଇଥାଏ। ଚାଷୀ ବିଚରା ଦିନ ରାତି ଏକ କରି ଚାଷ କରିଥାଏ। ହେଲେ କୀଟ ପତଙ୍ଗମାନେ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲକୁ ନଷ୍ଟ କରିପକାଏ। ଯେଉଁଥିପାଇଁ ଚାଷୀ ବିଚରା କିଛି ଉପାୟ ନପାଇ କୀଟନାଶକ ବା କ୍ୟାମିକାଲ୍‌ ବ୍ୟବହାର କରିଥାଏ। ଯାହାଦ୍ୱାରା ଫସଲ ବିଷାକ୍ତ ହେବା ସହିତ ମଣିଷ ଶରୀର ପକ୍ଷେ କ୍ଷତିକାରଣ। ଏହା ଜାଣି ମଧ୍ୟ ଚାଷୀ କ୍ଷେତରେ ପ୍ରୟୋଗ କରିଥାଏ। ଏବେ ଏଥିରୁ ମିଳିବ ମୁକ୍ତି। କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ୍‌ଆର୍‌ଆର୍‌ଆଇ)କୁ ମିଳିଛି ବଡ଼ ସଫଳତା। ଏହି ଜାତୀୟ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ନିର୍ମାଣ କରିଛନ୍ତି ସୌରଶକ୍ତି ଆଲୋକ ଯନ୍ତା। ଏହି ମେସିନ ବ୍ୟବହାର କଲେ ଚାଷ ଜମିରେ ଆଉ କେମିକାଲ ବା କୀଟନାଶକ ପ୍ରୟୋଗ କରିବାକୁ ପଡ଼ିବ ନାହିଁ ବୋଲି ଏନ୍‌ଆରଆଇର ବୈଜ୍ଞାନିକ ତଥା ଅଧ୍ୟକ୍ଷ ଡଃ ଶ୍ୟାମରଞ୍ଜନ ଦାସ ମହାପାତ୍ର କହିଛନ୍ତି।

[caption id="attachment_624002" align="aligncenter" width="650"]NRRI କୀଟ ପତଙ୍ଗଙ୍କୁ ମାରିବା ପାଇଁ ତିଆରି ହୋଇଛି ସୌରଶକ୍ତି ଆଲୋକ ଯନ୍ତା[/caption]

ସାଧାରଣତଃ ସନ୍ଧ୍ୟା ହେଲେ ଚାଷ ଜମିକୁ କୀଟ ପତଙ୍ଗମାନେ ବେଶୀ ଆସି କ୍ଷତି କରିଥାଆନ୍ତି। ସେମାନଙ୍କ ଦାଉରୁ ରକ୍ଷା କରିବା ପାଇଁ ଏହି ମେସିନ ବେଶ ଲାଭଦାୟକ ହେବ। ସୌରଶକ୍ତି ଦ୍ୱାରା ଏହି ମେସିନ୍‌ ଚାର୍ଜ ହୋଇଥାଏ। ସନ୍ଧ୍ୟା ସମୟରେ ଲଗାଇଲେ ଏଥିରେ ଲାଇଟ୍‌ ଜଳିଥାଏ। ପ୍ରାୟ ୧ ହେକ୍ଟର ଜମି ପର୍ଯ୍ୟନ୍ତ ଏହି ଆଲୋକ ପଡ଼ିଥାଏ। ଆଉ ଉଡୁଥିବା ପୋକ ଏହି ଆଲୋକ ନିକଟକୁ ଆସି ଯନ୍ତାରେ ପଡ଼ି ମରିଥାଆନ୍ତି।

୨୦୧୩ ମସିହାରୁ ସୌରଶକ୍ତି ଆଲୋକ ଯନ୍ତା ନିର୍ମାଣ ଆରମ୍ଭ କରାଯାଇଥିଲା। ଏବେ ଏହି ମେସିନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଯାହାର ବଜାର ମୂଲ୍ୟ ୮୦୦୦ ଟଙ୍କ। ରହିଛି। ମହାରାଷ୍ଟ୍ରର ଏକ ଘରୋଇ କମ୍ପାନୀକୁ ଏହି ମେସିନ ବିକ୍ରି କରିବା ପାଇଁ ଦାୟିତ୍ୱ ନେଇଛି। କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଏହାର ଚାହିଦା ରହିବ ବୋଲି ନିର୍ମାତା ବୈଜ୍ଞାନିକ ଡଃ ଶ୍ୟାମରଞ୍ଜନ ଦାସ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story