ଘର ଭିତରେ ପଶି ଯାଉଥିଲେ, ବାନ୍ଧି ପକାଇ ଲୁଟି ନେଉଥିଲେ

କଟକ (ଓଡ଼ିଶା ରିପୋର୍ଟର): ଲୁଟ୍‌ ପୂର୍ବରୁ ଘରେ ଲୋକଙ୍କୁ ବାନ୍ଧି ପକାଉଥିଲେ। ଆଉ ତା’ପରେ ଲୁଟି ନେଉଥିଲେ। ଆଜି ଗିରଫ ହୋଇଥିବା ଅନ୍ତଃରାଜ୍ୟ ଲୁଟେରାମାନେ ଏପରି ଢଙ୍ଗରେ ଲୁଟୁଥିଲେ। ଚୌଦ୍ୱାର ଥାନା ଅଞ୍ଚଳରେ ହୋଇଥିବା ଏକ ଲୁଟ୍‌ ଘଟଣାର ଖିଅ ଖୋଜୁ ଖୋଜୁ କମିଶନରେଟ ପୁଲିସ ଏପରି ଏକ ଗ୍ୟାଙ୍ଗକୁ ଗିରଫ କରିଛି। ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତ ହରିହର ସାମଲ ଓ ତାଙ୍କ ପତ୍ନଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ […]

cuttack

cuttack

Manoranjan Sial
  • Published: Friday, 16 October 2020
  • Updated: 16 October 2020, 09:56 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଲୁଟ୍‌ ପୂର୍ବରୁ ଘରେ ଲୋକଙ୍କୁ ବାନ୍ଧି ପକାଉଥିଲେ। ଆଉ ତା’ପରେ ଲୁଟି ନେଉଥିଲେ। ଆଜି ଗିରଫ ହୋଇଥିବା ଅନ୍ତଃରାଜ୍ୟ ଲୁଟେରାମାନେ ଏପରି ଢଙ୍ଗରେ ଲୁଟୁଥିଲେ। ଚୌଦ୍ୱାର ଥାନା ଅଞ୍ଚଳରେ ହୋଇଥିବା ଏକ ଲୁଟ୍‌ ଘଟଣାର ଖିଅ ଖୋଜୁ ଖୋଜୁ କମିଶନରେଟ ପୁଲିସ ଏପରି ଏକ ଗ୍ୟାଙ୍ଗକୁ ଗିରଫ କରିଛି।

ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତ ହରିହର ସାମଲ ଓ ତାଙ୍କ ପତ୍ନଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ ୨୨୦ ଗ୍ରାମ ସୁନା, ୨୩୭ ଗ୍ରାମ ରୁପା ଓ ୨ଟି ବାଇକ ଜବତ କରିଥିଲା। ଏମାନେ କଟକ, ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୋଳ ଓ ଜଗତସିଂହପୁର ଜିଲ୍ଲାରେ ସକ୍ରିୟ ଥିଲେ ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି।

ଲୁଟ୍‌ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ହରିହର ସାମଲ। ସେ ଓ ତାଙ୍କ ପତ୍ନୀ ଲୁଟ୍ ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିଲେ। ଆଉ ତା’ରେ ଜାଗା ସ୍ଥିର କରି ଲୁଟ୍‌ କରୁଥିଲେ। ଏମାନେ ଲୁଟ୍‌ ପୂର୍ବରୁ ପରିବାର ଲୋକଙ୍କୁ ବାନ୍ଧି ପକାଉଥିଲେ। ତା’ପରେ ଘରେ କଳା କନା ବୁଲାଉ ଥିଲେ। ଲୁଟ୍‌ ସାମଗ୍ରୀ ସବୁ ହରିହରଙ୍କ ଘରକୁ ଯାଉଥିଲା। ଆଉ ତା’ପରେ ହରିହରଙ୍କ ପତ୍ନୀ ଲୁଟ୍‌ ସାମଗ୍ରୀକୁ ବିକିବାର ବ୍ୟବସ୍ଥା କରୁଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ହରିହର ସାମଲ, ତାଙ୍କ ସ୍ତ୍ରୀ ମାମି ସାମଲ, ସୂର୍ଯ୍ୟକାନ୍ତ, ଶତ୍ରୁଘ୍ନ ସାହୁ ଓ ତ୍ରିନାଥ ସାହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story