ସାବଧାନ! ପନିର ଖାଉଛନ୍ତି, ନା ୟୁରିଆ ସାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅପମିଶ୍ରଣ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କି କଟକ? କାରଣ ହଳଦୀ, ଧଣିଆ, ଲଙ୍କାଗୁଣ୍ଡ, ତେଲ ଓ ଘିଅ ପରେ ଏବେ ଚର୍ଚ୍ଚାକୁ ଆସିଛି ଅପମିଶ୍ରଣ ପନିର। ଡିଟରଜେଣ୍ଟ୍‌ ଓ ମଇଦାରେ ତିଆରି ହେଉଥିବା ପନିର ବଜାରରେ ବିକ୍ରି ହେଉଛି। ଯାହାର ଚେର କୋଲକାତାରୁ କଟକକୁ ଲମ୍ୱିଛି। କଲିକତାରୁ ଆସୁଥିବା ଏକ ବସ୍‌କୁ ଆଜି ଭୋର ୪ଟାରେ କମିଶନରେଟ୍‌ ପୁଲିସ ଓ କଟକ ମହାନଗର ନିଗମ(ସିଏମ୍‌ସି) ଟିମ୍‌ ଓଏମ୍‌ପି ଛକରେ ଅଟକାଇ ଚଢ଼ଉ କରିଥିଲା। […]

cuttack

cuttack

Manoranjan Sial
  • Published: Wednesday, 30 December 2020
  • Updated: 30 December 2020, 08:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅପମିଶ୍ରଣ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କି କଟକ? କାରଣ ହଳଦୀ, ଧଣିଆ, ଲଙ୍କାଗୁଣ୍ଡ, ତେଲ ଓ ଘିଅ ପରେ ଏବେ ଚର୍ଚ୍ଚାକୁ ଆସିଛି ଅପମିଶ୍ରଣ ପନିର। ଡିଟରଜେଣ୍ଟ୍‌ ଓ ମଇଦାରେ ତିଆରି ହେଉଥିବା ପନିର ବଜାରରେ ବିକ୍ରି ହେଉଛି। ଯାହାର ଚେର କୋଲକାତାରୁ କଟକକୁ ଲମ୍ୱିଛି।

କଲିକତାରୁ ଆସୁଥିବା ଏକ ବସ୍‌କୁ ଆଜି ଭୋର ୪ଟାରେ କମିଶନରେଟ୍‌ ପୁଲିସ ଓ କଟକ ମହାନଗର ନିଗମ(ସିଏମ୍‌ସି) ଟିମ୍‌ ଓଏମ୍‌ପି ଛକରେ ଅଟକାଇ ଚଢ଼ଉ କରିଥିଲା। ଏହି ସମୟରେ ବସ ଡିକିରୁ ବ୍ୟାରେଲ ଭର୍ତ୍ତି ସିନ୍ଥେଟିକ ପନିର ଜବତ ହୋଇଥିଲା। ପ୍ରାୟ ଏକ କ୍ୱିଣ୍ଟାଲ୍‌ ପନିର ଜବତ ମିଳିଥିଲା। ତେଜ, ସଫେଦ, ଚକାଚକ ଦିଶୁଥିବା ପନିର ସିନ୍ଥେଟିକ ବୋଲି ଜଣାପଡ଼ିଥିଲା। ଲୁଗାସଫା ଡିଟରଜେଣ୍ଟ, ମଇଦା, ୟୁରିଆ, ଗ୍ଲିସେରିନ, ସଲଫ୍ୟୁରିକ ଏସିଡ୍‌ ଓ କିଛି ନଷ୍ଟ ହୋଇଯାଇଥିବା କ୍ଷୀର ଆଦିକୁ ମିଶାଇ  ଏଭଳି ସିନ୍ଥେଟିକ ପନିର ତିଆରି ହେଉଥିଲା। ଏହାକୁ ଦେଖିଲେ ସହଜରେ ଜାଣିହେବ ନାହିଁ।

ତେବେ କେତେକ ଅସାଧୁ ବ୍ୟବସାୟୀ ଏହି ସିନ୍ଥେଟିକ୍‌ ପନିରକୁ କିଲୋ ୬୦ ଟଙ୍କାରେ କିଣି ୨୨୦ ଟଙ୍କାରେ ବିକୁଛନ୍ତି। କେବଳ ଏତିକି ନୁହେଁ, ସାଧାରଣ ପନିର ୩ରୁ ୪ ଘଣ୍ଟାରେ ନଷ୍ଟ ହୋଇଯାଉଥିବା ବେଳେ ଏହାକୁ ୨ରୁ ୩ ଦିନ ରହିବ ପୂରା ଫ୍ରେଶ। ତେଣୁ ଏହି ସିନ୍ଥେଟିକ ପନିର ରାକେଟ୍‌ରେ କଟକର କିଛି ମିଠା ଦୋକାନୀ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି।  ଚାଉଳିଆଗଞ୍ଜ ପୁଲିସ ଘଟଣାରେ ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ, କଟକର କେଉଁ କେଉଁ ଦୋକାନକୁ ଓ କୋଲକାତାରୁ ଓଡ଼ିଶାର ଆଉ କେଉଁସବୁ ସହରକୁ ଏହାର ଚାଲାଣ ହେଉଛି, ସେନେଇ ଖୋଳତାଡ଼ ଚାଲିଛି।

ତେବେ ଦୁଗ୍ଧ ବ୍ୟବସାୟୀ ସଂଘ ଚଢ଼ଉ ସ୍ୱାଗତ କରିଛି। ଆଉ ଅଭିଯୋଗ କରିଛି, ପ୍ରତିଦିନ କଟକକୁ ୧୦ରୁ ୧୨ କ୍ୱିଣ୍ଟାଲ୍‌ ପନିର ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story