କଟକ ସହରରେ ବୁଲି ଦେବୀଙ୍କ ଆଶୀର୍ବାଦ ଭିକ୍ଷା କଲେ ପିସିସି ସଭାପତି

କଟକ: ପିସିସି ସଭାପତି ପ୍ରସାଦ ହରିଚନ୍ଦନ୍ ଆଜି କଟକ ସହରର ବିଭିନ୍ନ ପୂଜାମଣ୍ଡପ ବୁଲି ଦେବୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । କଟକ ସହରର ଏହି ଗଣପର୍ବ ସମସ୍ତଙ୍କୁ ଏକତା ସୁତ୍ରରେ ବାନ୍ଧି ରଖି ପାରିଛି ବୋଲି ପିସିସି ସଭାପତି ନିଜ ପ୍ରତିକ୍ରିୟାରେ କହିଛନ୍ତି। ରାଜ୍ୟରେ ଦେଖାଦେଇଥିବା ଚାଷୀ ମୃତ୍ୟୁ ପରି ସମସ୍ୟାର ସମାଧାନ ପାଇଁ ସେ ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି। ପ୍ରସାଦଙ୍କ ସହ କଟକ ନଗର କଂଗ୍ରେସ କମିଟି […]

prasad harichandan

Rakesh Mallick
  • Published: Thursday, 22 October 2015
  • , Updated: 22 October 2015, 07:22 AM IST

କଟକ: ପିସିସି ସଭାପତି ପ୍ରସାଦ ହରିଚନ୍ଦନ୍ ଆଜି କଟକ ସହରର ବିଭିନ୍ନ ପୂଜାମଣ୍ଡପ ବୁଲି ଦେବୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । କଟକ ସହରର ଏହି ଗଣପର୍ବ ସମସ୍ତଙ୍କୁ ଏକତା ସୁତ୍ରରେ ବାନ୍ଧି ରଖି ପାରିଛି ବୋଲି ପିସିସି ସଭାପତି ନିଜ ପ୍ରତିକ୍ରିୟାରେ କହିଛନ୍ତି। ରାଜ୍ୟରେ ଦେଖାଦେଇଥିବା ଚାଷୀ ମୃତ୍ୟୁ ପରି ସମସ୍ୟାର ସମାଧାନ ପାଇଁ ସେ ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି। ପ୍ରସାଦଙ୍କ ସହ କଟକ ନଗର କଂଗ୍ରେସ କମିଟି ସଭାପତି ଇଂ. ମହମ୍ମଦ ମୋକିମ୍, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର ପ୍ରମୁଖ ପୂଜାମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଥିଲେ ।

Related story