କଟକ ଶିଶୁ ଭବନରେ ତିନି ଶିଶୁ ମୃତ୍ୟୁ, ଥାନାରେ ଏତଲା

କଟକ:  କଟକ ଶିଶୁଭବନରେ ଗୋଟିଏ ରାତିରେ ତିନିଜଣ ନବଜାତକ ଶିଶୁଙ୍କ ମୃତ୍ୟୃ ଘଟିଛି। ଚିକିତ୍ସା ଅବହେଳାରୁ ଏହି ଶିଶୁମାନଙ୍କ ମୃତ୍ୟୁ ଘଟିଥିବା ମୃତ ୨ଶିଶୁଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ଏନେଇ ସଂପୃକ୍ତ ପରିବାର ପକ୍ଷରୁ ଲାଲବାଗ ଥାନାରେ ଏତଲା ଦିଆଯାଇଛି। ଏହି ଘଟଣାକୁ ନେଇ ଶିଶୁଭବନ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଜନ୍ମର କିଛି ଦିନ ପରେ ଚିକିତ୍ସା ଲାଗି ଜଗତସିଂହପୁର, କଟକ ତିଗିରିଆ ଓ ପୁରୀରୁ ପରିବାର ଲୋକେ ଏହି ଶିଶୁମାନଙ୍କୁ କଟକ ଶିଶୁଭବନକୁ […]

ctc

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 05:26 AM IST

କଟକ:  କଟକ ଶିଶୁଭବନରେ ଗୋଟିଏ ରାତିରେ ତିନିଜଣ ନବଜାତକ ଶିଶୁଙ୍କ ମୃତ୍ୟୃ ଘଟିଛି। ଚିକିତ୍ସା ଅବହେଳାରୁ ଏହି ଶିଶୁମାନଙ୍କ ମୃତ୍ୟୁ ଘଟିଥିବା ମୃତ ୨ଶିଶୁଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ଏନେଇ ସଂପୃକ୍ତ ପରିବାର ପକ୍ଷରୁ ଲାଲବାଗ ଥାନାରେ ଏତଲା ଦିଆଯାଇଛି। ଏହି ଘଟଣାକୁ ନେଇ ଶିଶୁଭବନ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଜନ୍ମର କିଛି ଦିନ ପରେ ଚିକିତ୍ସା ଲାଗି ଜଗତସିଂହପୁର, କଟକ ତିଗିରିଆ ଓ ପୁରୀରୁ ପରିବାର ଲୋକେ ଏହି ଶିଶୁମାନଙ୍କୁ କଟକ ଶିଶୁଭବନକୁ ଆଣିଥିଲେ। ହେଲେ ଚିକିତ୍ସା ଅବହେଳାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

Related story