କଟକ: ତାଳଦଣ୍ଡା କେନାଲରେ ଭାସିଯାଇ ବାଳକ ନିଖୋଜ

କଟକ: ତାଳଦଣ୍ଡା କେନାଲରେ ସୁଅରେ ଭାସି ଆଜି ଜଣେ ବାଳକ ନିଖୋଜ ହୋଇଯାଇଛନ୍ତି । ରାଣୀହାଟ ଶଗଡ଼ିଆ ସାହିରେ କେନାଲରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ସେ ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ବାଳକର ବୟର ୯ବର୍ଷ। ଖବର ପାଇ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ବାଳକର କୌଣସି ସନ୍ଧାନ ପାଇ ନାହାନ୍ତି। ସୁଅ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ctc

Rakesh Mallick
  • Published: Monday, 03 August 2015
  • , Updated: 03 August 2015, 02:22 PM IST

Related story