ୱାଟର ପାର୍କରେ ଅଘଟଣ; ଦୋଳିରୁ ଖସି  ୫ ଆହତ

କଟକ: ଫୁଲନଖରା ୱାଟର ପାର୍କରେ ଅଘଟଣ ଘଟିଛି। ପାର୍କରେ ଥିବା ଏକ ରାଇଡ୍‌ ଛିଡିଯିବାରୁ ହାଫ୍ ସର୍କଲ ଫୁଲ୍ ସର୍କଲ ରାଇଡ୍‌ରେ ବସିଥିବା ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିପାଇଁ ପାର୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଦର୍ଶକ।

water park

Rakesh Mallick
  • Published: Wednesday, 14 June 2017
  • , Updated: 14 June 2017, 06:20 PM IST

Related story