ନିଜ ସିନ୍ଦୂର ନିଜେ ପୋଛିଦେଲେ

Ordigital Desk
  • Published: Wednesday, 21 March 2018
  • , Updated: 21 March 2018, 11:55 AM IST
<p>କଟକ( ଓଡ଼ିଶା ରିପୋର୍ଟର): ଯାହାପାଇଁ ଦିନେ ମଥାରେ ସିନ୍ଦୂର ପିନ୍ଧିଥିଲେ, ଆଜି ନିଜ ହାତରେ ସେହି ସିନ୍ଦୂରକୁ ପୋଛିଦେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅର୍ନ୍ତଗତ ବାଆଁର ରାମଚଣ୍ଡୀ ଗାଁରେ। ସ୍ୱାମୀଙ୍କୁ &nbsp;ପିଟି ପିଟି &nbsp;ତାଙ୍କ ସ୍ତ୍ରୀ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଗଜେନ୍ଦ୍ର ସାହୁ।</p> <p>ସ୍ତ୍ରୀ କୁଙ୍କୁମ ସାହୁ ପ୍ରଥମେ ସ୍ୱାମୀ ଗଜେନ୍ଦ୍ରଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ପରେ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି।&nbsp; ଗାଁ ଲୋକଙ୍କ ସାହାଯ୍ୟରେ ପୋଲିସ ମୃତଦେହ ଉଦ୍ଧାର କରିଛି।&nbsp; ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି। ପାରିବାରିକ ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।</p>

Related story