କଲ ଆସିଲା ଏହି ଆପ୍‌ ଡାଉନଲୋଡ୍ କର, ଆକାଉଣ୍ଟରୁ କଟିଗଲା ୨.୬୫ ଲକ୍ଷ ଟଙ୍କା

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): ମୋ ସହ ଯାହା ଘଟିଯାଇଛି। ଆଗକୁ ଆଉ କାହା ସହ ନହେଉ। ଆଉ କାହା ଆକାଉଣ୍ଟରୁ କଷ୍ଟ ଉପାର୍ଜିତ ଟଙ୍କାକୁ କିଏ ଏମିତି ନେଇନଯାଉ । ଅସହାୟ ଅବସ୍ଥାରେ ଏଭଳି ନିବେଦନ କରୁଥିବା ବ୍ୟକ୍ତି ହେଉଛନ୍ତି ଭବାନୀପାଟଣାର ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି । କାରଣ ତାଙ୍କ ଭଳି ଶିକ୍ଷିତ ବ୍ୟକ୍ତିଙ୍କୁ ସାଇବର୍ ଠକ ଚୁନା ଲଗାଇ ଲୁଟି ନେଇଛନ୍ତି କଷ୍ଟଲବ୍ଧ ଅର୍ଥ । ପତ୍ନୀ ଏବଂ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଗଙ୍ଗାଧର ହରାଇଛନ୍ତି […]

tbnm

tbnm

Tapas Behera
  • Published: Monday, 18 January 2021
  • Updated: 18 January 2021, 07:58 PM IST

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): ମୋ ସହ ଯାହା ଘଟିଯାଇଛି। ଆଗକୁ ଆଉ କାହା ସହ ନହେଉ। ଆଉ କାହା ଆକାଉଣ୍ଟରୁ କଷ୍ଟ ଉପାର୍ଜିତ ଟଙ୍କାକୁ କିଏ ଏମିତି ନେଇନଯାଉ । ଅସହାୟ ଅବସ୍ଥାରେ ଏଭଳି ନିବେଦନ କରୁଥିବା ବ୍ୟକ୍ତି ହେଉଛନ୍ତି ଭବାନୀପାଟଣାର ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି । କାରଣ ତାଙ୍କ ଭଳି ଶିକ୍ଷିତ ବ୍ୟକ୍ତିଙ୍କୁ ସାଇବର୍ ଠକ ଚୁନା ଲଗାଇ ଲୁଟି ନେଇଛନ୍ତି କଷ୍ଟଲବ୍ଧ ଅର୍ଥ । ପତ୍ନୀ ଏବଂ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଗଙ୍ଗାଧର ହରାଇଛନ୍ତି ୨ ଲକ୍ଷ ୬୫ ହଜାର ଟଙ୍କା । ସାଇବର ଅପରାଧୀଙ୍କ ଲୋଭନୀୟ ଅଫର ମାୟାଜାଲରେ ପଡ଼ି ଚାଲିଯାଇଛି ସର୍ବସ୍ୱ। ଏବେ କରିବେ କଣ ? ପୁଲିସ ଭରସାରେ ଗଙ୍ଗାଧର ଓ ପତ୍ନୀ ଶାରଳାବାଲା । ଶନିବାର ଦିନ ପ୍ରାୟ ୧୨ଟା ।

ଗଙ୍ଗାଧରଙ୍କ ମୋବାଇଲକୁ ଆସିଲା ଏକ ଫୋନ୍ କଲ। ଏକ ଘରୋଇ ମୋବାଇଲ୍ ନେଟୱର୍କ ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇ ନୂଆବର୍ଷର ମିଛ ଅଫର୍ ଦେଇଥିଲା ସାଇବର ଠକ। ୨୦ ହଜାର ଟଙ୍କା ଏବଂ ଏକ ମୋବାଇଲ୍ ପୁରସ୍କାର ପାଇଁ ଗଙ୍ଗାଧରଙ୍କ ନାଁ ମନୋନୀତ ହୋଇଥିବା କହିଥିଲା ଫୋନ୍‌ କଲର।

ଏଥିପାଇଁ ପ୍ରଥମେ ଏକ ଆପ୍ଲିକେସନ୍ ଡାଉନଲୋଡ୍ କରିବାକୁ ପଡ଼ିବ ବୋଲି କହି ଲିଙ୍କ୍ ପଠାଇଥିଲା ଦୁର୍ବୃତ୍ତ । ପୁରସ୍କାର ଲୋଭରେ ପଡ଼ି ସେହି ଲିଙ୍କକୁ ଖୋଲି ନିର୍ଦ୍ଦିଷ୍ଟ ମୋବାଇଲ୍ ଆପ୍ ଡାଉନଲୋଡ୍ କରିଦେଲେ ଗଙ୍ଗାଧର । ତାପରେ ସାଇବର ଠକର ଇନଷ୍ଟ୍ରକ୍ସନ ଅନୁଯାୟୀ ଫୋନ୍ କଲରେ  ନିଜର ଏବଂ ପତ୍ନୀଙ୍କ ଆକାଉଣ୍ଟର ଦେଇଦେଲେ । ଏପରିକି ଅନ୍‌ଲାଇନ୍‌ରେ ୨୦ ହଜାର ଟଙ୍କା ବି ଟ୍ରାଂଜେକ୍ସନ କରିଦେଇଥିଲେ । ଏତିକି ପ୍ରକ୍ରିୟା ଭିତରେ ବିନା OTP ଏବଂ ପାସୱାର୍ଡରେ ଗଙ୍ଗାଧର ଓ ପତ୍ନୀଙ୍କ ଆକାଉଣ୍ଟରୁ କିସ୍ତି କିସ୍ତି କରି ଦୁର୍ବୃତ୍ତ ନେଇଗଲେ ୨ ଲକ୍ଷ ୬୫ ହଜାର ଟଙ୍କା । ଆଉ ମାମଲା ଏବେ ଥାନାରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story