କାଳିଆ ଦାସ ଲେଖୁଥିଲା- ଆଇ ଲଭ୍‌ ୟୁ... ଆଇ ମିସ୍‌ ୟୁ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଁ ତା’ର କାଳିଆ ଦାସ। ହେଲେ କାମ କରୁଥିଲା ସାଙ୍ଘାତିକ। ଦୁଇ ନାବାଳିକାଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି କରୁଥିଲା ବ୍ଲାକ୍‌ମେଲିଂ। ଆଉ ଲେଖୁଥିଲା, ଆଇ ଲଭ୍‌ ୟୁ… ଆଇ ମିସ୍‌ ୟୁ…। ଢେଙ୍କାନାଳ ଜିଲ୍ଲାର କାଳିଆ ଦାସ ପେଶାରେ ଜଣେ ରୋଷେୟା। ଭୁବନେଶ୍ୱରରେ ଏକ ଧାର୍ମିକ ଅନୁଷ୍ଠାନରେ ରୋଷେୟା ଭାବେ କାମ କରୁଥିଲା। କିନ୍ତୁ ନିଶା ଥିଲା ବ୍ଲାକ୍‌ ମେଲିଂ! ସେ ଦୁଇ ନାବାଳିକା ଝିଅଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲିଥିଲା। ଦୁଇ […]

Kalia-Das

Kalia-Das

Manoranjan Sial
  • Published: Thursday, 08 September 2022
  • Updated: 08 September 2022, 06:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଁ ତା’ର କାଳିଆ ଦାସ। ହେଲେ କାମ କରୁଥିଲା ସାଙ୍ଘାତିକ। ଦୁଇ ନାବାଳିକାଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି କରୁଥିଲା ବ୍ଲାକ୍‌ମେଲିଂ। ଆଉ ଲେଖୁଥିଲା, ଆଇ ଲଭ୍‌ ୟୁ... ଆଇ ମିସ୍‌ ୟୁ...।

ଢେଙ୍କାନାଳ ଜିଲ୍ଲାର କାଳିଆ ଦାସ ପେଶାରେ ଜଣେ ରୋଷେୟା। ଭୁବନେଶ୍ୱରରେ ଏକ ଧାର୍ମିକ ଅନୁଷ୍ଠାନରେ ରୋଷେୟା ଭାବେ କାମ କରୁଥିଲା। କିନ୍ତୁ ନିଶା ଥିଲା ବ୍ଲାକ୍‌ ମେଲିଂ! ସେ ଦୁଇ ନାବାଳିକା ଝିଅଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲିଥିଲା। ଦୁଇ ନାବାଳିକାଙ୍କ ଫଟୋକୁ ଏଡିଟ୍‌ କରି ଅଶ୍ଲୀଳ କରୁଥିଲା। ପରେ ସେହି ଫଟୋକୁ ସୋଶାଲ୍‌ ମିଡିଆରେ ପୋଷ୍ଟ କରି ପରିବାର ଲୋକଙ୍କୁ ବ୍ଲାକମେଲିଂ କରୁଥିଲା। ଏପରିକି ଚାଟିଂ ମଧ୍ୟ କରୁଥିଲା। ଚାଟିଂରେ କାଳିଆ ଲେଖୁଥିଲା, ଆଇ ଲଭ୍‌ ୟୁ ସୁ...। ଆଉ କେତେବେଳେ ସେ ଲେଖୁଥିଲା, ଆଇ ମିସ୍‌ ୟୁ ସୁ...। ଏମିତି କେତେ କ’ଣ ହାର୍ଟ ଟଚିଂ କଥା ଲେଖୁଥିଲା କାଳିଆ।

କାଳିଆଙ୍କ ଏପରି ଆଚରଣରେ ଅତିଷ୍ଠ ହୋଇ ଦୁଇ ନାବାଳିକା ଭଉଣୀ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରୁଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା। ପରେ କାଳିଆକୁ ଗିରଫ କରିଥିଲା।

ଭୁବନେଶ୍ୱର ଇସ୍କନ ମନ୍ଦିରର ସହ ଅଧ୍ୟକ୍ଷ ସତତ୍ୱପତି ଦାସ କହିଛନ୍ତି, “୯ ବର୍ଷ ତଳେ କାଳିଆ ଏଠାରେ ରୋଷେଇ କରୁଥିଲେ। ତା’ପରେ ସେ ପଳାଇ ଯାଇଥିଲେ। ତାଙ୍କ ସହିତ ଆମର କୌଣସି ସମ୍ପର୍କ ନାହିଁ। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେ ଇସ୍କନରେ ଦୀକ୍ଷା ଗ୍ରହଣ କରିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story