ଓଲିଉଡ୍‌ ଅଭିନେତ୍ରୀଙ୍କ ଫଟୋ ଭାଇରାଲ୍‌ କରି ବନ୍ଧା ହେଲେ ଯୁବ ବ୍ୟବସାୟୀ!

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଓଲିଉଡ୍‌ ଅଭିନେତ୍ରୀଙ୍କ ଫଟୋ ଭାଇରାଲ୍‌ କରି ବନ୍ଧା ହେଲେ ଯୁବ ବ୍ୟବସାୟୀ! ଏପରି ଅଭିଯୋଗ ବ୍ରହ୍ମପୁର ଅଞ୍ଚଳରୁ ଆସିଛି। ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ବ୍ରହ୍ମପୁରର ଯୁବ ହୋଟେଲ୍‌ ବ୍ୟବସାୟୀ ଆଶିଷ ପାଢ଼ୀ। ସେ ଓଲିଉଡ୍‌ ଅଭିନେତ୍ରୀଙ୍କ ପାଖେପାଖେ ବୁଲୁଥିଲେ। ଅଭିନେତ୍ରୀଙ୍କ କାର୍ଯ୍ୟକ୍ରମ ଓ ଫିଲ୍ମର ପ୍ରାୟୋଜକ ସାଜୁଥିଲା। ଆଉ ସୁଯୋଗ ଦେଖି ଅଭିନେତ୍ରୀଙ୍କ ଫଟୋକୁ ଏଡିଟ୍‌ ଅଶ୍ଲୀଳ କରୁଥିଲେ। ସମୟ ସୁବିଧା ଦେଖି ଅଭିନେତ୍ରୀଙ୍କ ସ୍ୱାମୀଙ୍କ […]

Ganjam

Ganjam

Manoranjan Sial
  • Published: Tuesday, 23 August 2022
  • Updated: 23 August 2022, 08:20 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଓଲିଉଡ୍‌ ଅଭିନେତ୍ରୀଙ୍କ ଫଟୋ ଭାଇରାଲ୍‌ କରି ବନ୍ଧା ହେଲେ ଯୁବ ବ୍ୟବସାୟୀ! ଏପରି ଅଭିଯୋଗ ବ୍ରହ୍ମପୁର ଅଞ୍ଚଳରୁ ଆସିଛି। ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ବ୍ରହ୍ମପୁରର ଯୁବ ହୋଟେଲ୍‌ ବ୍ୟବସାୟୀ ଆଶିଷ ପାଢ଼ୀ। ସେ ଓଲିଉଡ୍‌ ଅଭିନେତ୍ରୀଙ୍କ ପାଖେପାଖେ ବୁଲୁଥିଲେ। ଅଭିନେତ୍ରୀଙ୍କ କାର୍ଯ୍ୟକ୍ରମ ଓ ଫିଲ୍ମର ପ୍ରାୟୋଜକ ସାଜୁଥିଲା। ଆଉ ସୁଯୋଗ ଦେଖି ଅଭିନେତ୍ରୀଙ୍କ ଫଟୋକୁ ଏଡିଟ୍‌ ଅଶ୍ଲୀଳ କରୁଥିଲେ। ସମୟ ସୁବିଧା ଦେଖି ଅଭିନେତ୍ରୀଙ୍କ ସ୍ୱାମୀଙ୍କ ପାଖକୁ ସେହି ଅଶ୍ଲୀଳ ଫଟୋ ଓ ମେସେଜକୁ ପଠାଇ ଦେଉଥିଲେ। ଏଥିସହ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ୍‌ କରୁଥିଲେ। ଅଭିନେତ୍ରୀ ଓ ତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିବା ପାଇଁ ଆଶିଷ ପାଢ଼ୀ ଏମିତି କରୁଥିବା ଅଭିଯୋଗ ହୋଇଥିଲା। ବର୍ଷେରୁ ଅଧିକ ସମୟ ଧରି ସେ ଏମିତି ବ୍ଲାକମେଲ୍‌ କରୁଥିଲେ। ହେଲେ ଆଶିଷ ଏପରି କାର୍ଯ୍ୟ କରୁଥିବେ, ଏ ନେଇ ଟେର ପାଉନଥିଲେ ଅଭିନେତ୍ରୀ।

ଅଭିନେତ୍ରୀ ଜଣକ ଏ ସମ୍ପର୍କରେ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଥିଲେ। ସାଇବର ଥାନା ପୁଲିସ୍‌ ମାମଲା ରୁଜୁ କରି ଚୁପ୍‌ ବସିଥିଲା। ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ସାଇବର ଥାନାର ନୀରବତାକୁ ଦେଖି ଅଭିନେତ୍ରୀ ଜଣକ ଜୁଲାଇ ୩୧ ତାରିଖରେ ବ୍ରହ୍ମପୁର ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ। ସବୁ ଅଭିଯୋଗ ଶୁଣିବା ପରେ ଏସ୍‌ପି ମାସେ ସମୟ ମାଗିଥିଲେ। ଶେଷରେ ସାଇବର ଥାନା ପୁଲିସ୍‌ ଅଭିଯୁକ୍ତ ଆଶିଷ ପାଢ଼ୀଙ୍କୁ ଗିରଫ କରିଛି। ଆଶିଷ ହେଉଛନ୍ତି ଜଣେ ବ୍ୟବସାୟୀ। ତାଙ୍କର ବ୍ରହ୍ମପୁରରେ ହୋଟେଲ୍‌ ଆଣ୍ଡ ରେସ୍ତୋରାଣ୍ଟ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story