କେତେ କ୍ଷତି କଲା ବୁଲ୍‌ବୁଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା ବୁଲ୍‌ବୁଲ୍ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ହୋଇଛି ଅନେକ କ୍ଷୟକ୍ଷତି।  ପ୍ରବଳ ବର୍ଷା ଓ ପବନ ଯୋଗୁଁ ୫ ଜିଲ୍ଲାରେ ବ୍ୟାପକ ଭାବେ ଧାନ ଫସଲ ନଷ୍ଟ ହୋଇଛି।  ବାତ୍ୟା ପରବର୍ତ୍ତୀ ସ୍ଥିତି ସଂପର୍କରେ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ଭିଡଓ  କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟ ସରକାରଙ୍କ ସହ ଆଲୋଚାନ କରିଥିବା ବେଳେ କେନ୍ଦ୍ରୀୟ ଟିମ୍ ଆସି କ୍ଷୟକ୍ଷତିର ଆକଳନ କରିବାକୁ ନିଷ୍ପତ୍ତି ହୋଇଛି।  ସେପଟେ କୃଷି ବିଭାଗ ପକ୍ଷରୁ ସରଜମିନ୍ ଯାଞ୍ଚ […]

g-908

g-908

Tapas Behera
  • Published: Saturday, 09 November 2019
  • Updated: 09 November 2019, 08:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା ବୁଲ୍‌ବୁଲ୍ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ହୋଇଛି ଅନେକ କ୍ଷୟକ୍ଷତି।  ପ୍ରବଳ ବର୍ଷା ଓ ପବନ ଯୋଗୁଁ ୫ ଜିଲ୍ଲାରେ ବ୍ୟାପକ ଭାବେ ଧାନ ଫସଲ ନଷ୍ଟ ହୋଇଛି।  ବାତ୍ୟା ପରବର୍ତ୍ତୀ ସ୍ଥିତି ସଂପର୍କରେ ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ଭିଡଓ  କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟ ସରକାରଙ୍କ ସହ ଆଲୋଚାନ କରିଥିବା ବେଳେ କେନ୍ଦ୍ରୀୟ ଟିମ୍ ଆସି କ୍ଷୟକ୍ଷତିର ଆକଳନ କରିବାକୁ ନିଷ୍ପତ୍ତି ହୋଇଛି।  ସେପଟେ କୃଷି ବିଭାଗ ପକ୍ଷରୁ ସରଜମିନ୍ ଯାଞ୍ଚ ପରେ ଜିଲ୍ଲାପାଳମାନେ କ୍ଷୟକ୍ଷତି ସଂପର୍କରେ ରିପୋର୍ଟ ଦେବେ।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ୪ ଜିଲ୍ଲାରେ ପଡ଼ିଛି ବାତ୍ୟା ବୁଲ୍‌ବୁଲ୍‌ର ଜବରଦସ୍ତ ପ୍ରଭାବ। ଯାଜପୁର ଜିଲ୍ଲାର କିଛି ଅଂଚଳ ବି ବାତ୍ୟାର ପ୍ରକୋପରୁ ବର୍ତ୍ତି ପାରିନାହିଁ । ତୁହାକୁ ତୁହା ବର୍ଷା, ପ୍ରବଳ ବର୍ଷା ଓ ପବନ ମାଡ଼ରେ ଘାଇଲା ହୋଇଛି ଜନଜୀବନ। ଉପୁଡି ପଡ଼ିଛି ଗଛ। ନଇଁଯାଇଛି ବିଜୁଳି ଖୁଣ୍ଟ। ଅନେକ ଘର ବି ହୋଇଛି କ୍ଷତିଗ୍ରସ୍ତ । ପବନ ମାଡ଼ରେ କିଛି ସ୍ଥାନରେ ମାଛଧରା ଡଙ୍ଗା ବି ଭାଙ୍ଗିଛି । ଅଧିକ କ୍ଷତିଗ୍ରସ୍ତ ହୋଇଛି ଅମଳ ହେବାକୁ ଥିବା ଧାନ ଫସଲ। ବର୍ଷା ପବନରେ ଶୋଇ ପଡିଛି ଧାନ ଗଛ। ପ୍ରାଥମିକ ଆକଳନ ଅନୁସାରେ ପ୍ରଭାବିତ ୫ ଜିଲ୍ଲାର ୬ଲକ୍ଷ ହେକ୍ଟର ଧାମ ଜମିରୁ ପ୍ରାୟ ୩୦ରୁ ୪୦ ପ୍ରତିଶତ ଫସଲ ନଷ୍ଟ ହୋଇଛି। କିଛି ସ୍ଥାନରେ କଚ୍ଚା ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାପାଳମାନେ କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ। ସେପଟେ ଫସଲ ହାନୀ ନେଇ କୃଷି ବିଭାଗର ଟିମ୍ ଏବେ ଗ୍ରାଉଣ୍ଡରେ ଜିରୋରେ ପହଛି କ୍ଷୟକ୍ଷତି।

ବାତ୍ୟାପବନରେ ଗଛ ପଡ଼ି ଅବରୋଧ ହୋଇଥିବା ରାସ୍ତା ସବୁ ଆଜି ସୁଦ୍ଧା ସ୍ୱାଭାବିକ୍‌ ହେବ। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଦୁଇ ତିନି ଦିନ ଭିତରେ ସେସବୁ ପୁଣି କାର୍ଯ୍ୟକ୍ଷମ କରାଯିବ। ସେପଟେ ଫୋନି ଭଳି କ୍ଷୟକ୍ଷତିର ଆକଳନ ପାଇଁ ଆଗକୁ ଟିମ୍ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଅନ୍ୟପକ୍ଷରେ ବାତ୍ୟା ସ୍ଥିତି ନେଇ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜ୍ୟ ସରକାରଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ବାତ୍ୟାର ମୁକାବିଲା ପାଇଁ ଓଡ୍ରାଫ୍, NDRF ଓ ଅଗ୍ନିଶମ ବାହିନୀର ସମୁଦାୟ ୧୫୦ଟି ଟିମ୍ ଫିଲଡ୍‌ରେ ମୁତୟନ ଥିଲେ । ବର୍ଷା ପବନ ଆରମ୍ଭ ପରଠାରୁ ଗଛକଟା ଓ ଅନ୍ୟାନ୍ୟ ଉଦ୍ଧାର କାର୍ଯ୍ୟରେ ଏମାନେ ଲାଗିଛନ୍ତି। ମୋଟ୍ ୨୫ଶହ ଲୋକଙ୍କୁ ସ୍ଥାନନ୍ତର କରାଯାଇଥିଲା। ସେହପରି ଜିଲ୍ଲା ଓ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇ ବାତ୍ୟା ସଂପର୍କରେ ଅପଡେଟ୍ ଦିଆଯାଇଥିଲା । ଖୋଦ୍ SRC ପ୍ରଦୀପ ଜେନା ରାତି ତମାମ ପୁରା ସ୍ଥିତି ଉପରେ ନଜର ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story